ବ୍ରହ୍ମପୁର: ଶିବଶଙ୍କରଙ୍କ ଘରେ ପୋଲିସ୍‌ର ତନଖି, ୪ ଗାଡ଼ି ଓ କାଗଜପତ୍ର ଜବତ

ବ୍ରହ୍ମପୁର: ୪ ଦିନିଆ ପୋଲିସ୍ ରିମାଣ୍ଡରେ ଥିବା ପୂର୍ବତନ ବିଏମ୍‌ସି ମେୟର ଶିବଶଙ୍କର ଦାସଙ୍କୁ ଆଜି ପୋଲିସ୍‌ର ଏକ ଟିମ୍ ତାଙ୍କ ବାସଭବନକୁ ନେଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏହି ଜେରା ସମୟରେ ମାମଲା ସଂପର୍କିତ ଅନେକ ତଥ୍ୟ ପୋଲିସ୍‌ର ହସ୍ତଗତ ହୋଇଛି। କିଛି ଜମି ସଂକ୍ରାନ୍ତୀୟ କାଗଜପତ୍ର ଜବତ କରାଯିବା ସହ ତାଙ୍କର ୪ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ଶିବଶଙ୍କରଙ୍କ ରିମାଣ୍ଡର […]

shibadash

shibadash

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 05:58 PM IST

Sports

Latest News

shibadashବ୍ରହ୍ମପୁର: ୪ ଦିନିଆ ପୋଲିସ୍ ରିମାଣ୍ଡରେ ଥିବା ପୂର୍ବତନ ବିଏମ୍‌ସି ମେୟର ଶିବଶଙ୍କର ଦାସଙ୍କୁ ଆଜି ପୋଲିସ୍‌ର ଏକ ଟିମ୍ ତାଙ୍କ ବାସଭବନକୁ ନେଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏହି ଜେରା ସମୟରେ ମାମଲା ସଂପର୍କିତ ଅନେକ ତଥ୍ୟ ପୋଲିସ୍‌ର ହସ୍ତଗତ ହୋଇଛି। କିଛି ଜମି ସଂକ୍ରାନ୍ତୀୟ କାଗଜପତ୍ର ଜବତ କରାଯିବା ସହ ତାଙ୍କର ୪ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତାକାଲି ଶିବଶଙ୍କରଙ୍କ ରିମାଣ୍ଡର ଅବଧି ସରୁଥିବାରୁ ତାଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଫେରାଇ ଦିଆଯିବ।

ବୋମା ମାଡ଼, ଦାଦାବଟି ଆଦାୟ, ଜମି ହଡ଼ପ, ଧମକଚମକ, ହତ୍ୟା ଉଦ୍ୟମ ପରି ୨୦ରୁ ଊର୍ଦ୍ଧ୍ୱ ମାମଲା ଥିବା ଅଭିଯୋଗରେ ବ୍ରହ୍ମପୁରର ଏକ ସ୍ୱତନ୍ତ୍ର ପୋଲିସ୍‌ ଟିମ୍ ଗତ ୭ ତାରିଖରେ ଶିବଙ୍କୁ ନୂଆଦିଲ୍ଲୀରୁ ଗିରଫ କରିଥିଲା। ୯ ତାରିଖରେ ତାଙ୍କୁ ବ୍ରହ୍ମପୁର ଏସଡିଜେଏମ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଗତ ୧୬ ତାରିଖ ଦିନ ବିଭିନ୍ନ ମାମଲାରେ ଜେରା କରିବା ପାଇଁ ପୋଲିସ୍‌ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story