ମୁଖ୍ୟମନ୍ତ୍ରୀଙ୍କ ସହ ନବାଗତ ବିଧାୟକଙ୍କ ବ୍ରେକ୍‌ଫାଷ୍ଟ୍‌: ଗୁରୁମନ୍ତ୍ର ଦେବେ, ଶିଖାଇବେ ଆଚରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ସମସ୍ତ  ନବଗତ ବିଧାୟକଙ୍କୁ ଟିପ୍ସ ଦେବେ। ବିଧାନସଭାରେ ଓ ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ଆଚରଣ କେମିତି ହେବା ଉଚିତ୍ ସେ ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିପ୍ସ ଦେବେ। ସେଥିପାଇଁ ଆଜି ନବୀନ ନିବାସରେ ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟ୍‌ର ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ବ୍ରେକଫାଷ୍ଟ କରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ନବୀନ ଦଳର […]

naveen-1..

naveen-1..

Niharika Rout
  • Published: Wednesday, 03 July 2019
  • Updated: 03 July 2019, 10:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ସମସ୍ତ  ନବଗତ ବିଧାୟକଙ୍କୁ ଟିପ୍ସ ଦେବେ। ବିଧାନସଭାରେ ଓ ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ଆଚରଣ କେମିତି ହେବା ଉଚିତ୍ ସେ ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିପ୍ସ ଦେବେ।

ସେଥିପାଇଁ ଆଜି ନବୀନ ନିବାସରେ ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟ୍‌ର ଆୟୋଜନ କରାଯାଇଛି।

ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ବ୍ରେକଫାଷ୍ଟ କରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ନବୀନ ଦଳର କିଛି ପୁରୁଖା ବିଧାୟକଙ୍କୁ ନେଇ ମଧ୍ୟ ଏକ ବୈଠକ କରିବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story