ଭାଇହେଲା ଭଗାରୀ: ନେଇଗଲା ଭାଇର ଜୀବନ

କୋରାପୁଟ(ଓଡ଼ିଶା ରିପୋର୍ଟର): ଭାଇ ପାଇଁ ଭାଇ ଜୀବନ ଦେଇଥାଏ। ମାତ୍ର ସେହି ସମ୍ପର୍କର ଦ୍ୱାହୀ ଦେଇ ଆଜି ସାନ ଭାଇର ଜୀବନ ନେଇ ବଡ଼ ଭାଇ। ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଲମତାପୁଟ ବ୍ଲକ ଜଲାହଞ୍ଜା ପଞ୍ଚାୟତ ଜଏଲାଗୁଡ଼ା ଗାଁରେ ଘଟିଛି। ଜମି ଭାଗବଣ୍ଟାକୁ ନେଇ ଶୁକ୍ରା ବଡ଼ନାୟକ ଓ ତାଙ୍କ ବଡ଼ ଭାଇ ଚଣ୍ଡାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଆଜି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଶୁକ୍ରା ଜମି ନିକଟକୁ […]

brother-killed-his-younger-brother-in-koraput

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 05:46 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଭାଇ ପାଇଁ ଭାଇ ଜୀବନ ଦେଇଥାଏ। ମାତ୍ର ସେହି ସମ୍ପର୍କର ଦ୍ୱାହୀ ଦେଇ ଆଜି ସାନ ଭାଇର ଜୀବନ ନେଇ ବଡ଼ ଭାଇ। ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଲମତାପୁଟ ବ୍ଲକ ଜଲାହଞ୍ଜା ପଞ୍ଚାୟତ ଜଏଲାଗୁଡ଼ା ଗାଁରେ ଘଟିଛି।

ଜମି ଭାଗବଣ୍ଟାକୁ ନେଇ ଶୁକ୍ରା ବଡ଼ନାୟକ ଓ ତାଙ୍କ ବଡ଼ ଭାଇ ଚଣ୍ଡାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଆଜି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଶୁକ୍ରା ଜମି ନିକଟକୁ ଯାଇଥିବା ବେଳେ ଚଣ୍ଡାଲ ଓ ତାଙ୍କ ଦୁଇ ପୁଅ ଜମି ନିକଟରେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସମସ୍ତେ ଫେରାର ହୋଇଯାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story