ବିଷାକ୍ତ ଖାଦ୍ୟ ଖାଇ ପୁଅଝିଅ ମୃତ, ମା’ ଗୁରୁତର

ଖଲ୍ଲିକୋଟ( ଓଡ଼ିଶା ରିପୋର୍ଟର): ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ର ଅବସ୍ଥା ଗୁରୁତର ରହିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ପୁଅ ସିମରଣ ମହାରଣା (୩) ଓ ପୁଅ ରୁଦ୍ର ମହାରଣା (୨) ବର୍ଷ।  ମା’ ସୁନିତା ମହାରଣାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସକାଳେ ସୁନିତା ତାଙ୍କ ପୁଅ ଝିଅ […]

dead

dead

Tapaswini Nayak
  • Published: Tuesday, 26 April 2022
  • Updated: 26 April 2022, 02:44 PM IST

Sports

Latest News

ଖଲ୍ଲିକୋଟ( ଓଡ଼ିଶା ରିପୋର୍ଟର): ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ର ଅବସ୍ଥା ଗୁରୁତର ରହିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ପୁଅ ସିମରଣ ମହାରଣା (୩) ଓ ପୁଅ ରୁଦ୍ର ମହାରଣା (୨) ବର୍ଷ।  ମା’ ସୁନିତା ମହାରଣାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ସକାଳେ ସୁନିତା ତାଙ୍କ ପୁଅ ଝିଅ କ୍ଷୀର ପିଇଥିଲେ। କ୍ଷୀର ପିଇବା ପରେ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଆଜି ସକାଳେ ପୁଣି ମା’ପୁଅ ଝିଅଙ୍କୁ ବାନ୍ତି ହୋଇଥିଲା। ପରିବାର ଲୋକେ ସେମାନଙ୍କୁ ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସିମରଣ ଓ ରୁଦ୍ରଙ୍କର ମୃତ୍ୟୁ ଘଟିଥିଲା। ସୁନିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା।

ବିଷାକ୍ତ ଖାଦ୍ୟ ଯୋଗୁ ଏପରି ଘଟିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story