ଧଳାଜହର ମୋହରେ ବିଏମସି ପିଅନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରାଉନସୁଗର ମୋହରେ ପଡ଼ିଛନ୍ତି ଭୁବନେଶ୍ୱର ମହାନଗର ନିଗମ ଠିକା ପିଅନ। ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।  ଠିକା ପିଅନ ଦିଲୀପ ବେହେରାଙ୍କ ଠାରୁ ୭.୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିସହ ତାଙ୍କଠାରୁ ୪୨ ହଜାର ଟଙ୍କା, ୫ ମୋବାଇଲ, ୪୦ ଗ୍ରାମ ସୁନା ଓ  କାର ମଧ୍ୟ ଜବତ କରାଯାଇଛି। ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ଲିଙ୍ଗରାଜ ପୁଲିସ  ସୂଚନା ଦେଇଛି।

790

790

Tapas Behera
  • Published: Wednesday, 18 November 2020
  • Updated: 18 November 2020, 04:57 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story