ରାଜଧାନୀରେ ଚାଲିଛି ‘ଧଳା ଜହର’ କାରବାର; ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ ପାଲଟିଲାଣି। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍&zwnj; ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।</p> <p>କିଛି ମାସ ହେବ ନିୟମିତ ବ୍ୟବଧାନରେ ହଳଦୀପଡ଼ିଆ ବସ୍ତିରୁ ଡ୍ରଗ୍ସ&nbsp; ଜବତ ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ&nbsp; କରାଯାଉଥିଲେ ମଧ୍ୟ ଡ୍ରଗ୍ସ ବେପାରୀଙ୍କ କାରବାର କମୁନାହିଁ। ତେବେ ଚଢ଼ଉର କିଛି ଦିନ ପରେ ପୁଣି ସେମାନେ ବେଧଡ଼କ ଭାବେ ନିଜ କାରବାର ଆରମ୍ଭ କରି ଦେଉଛନ୍ତି।</p>

Ordigital Desk
  • Published: Friday, 27 July 2018
  • Updated: 27 July 2018, 11:38 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ ପାଲଟିଲାଣି। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍&zwnj; ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।</p><p>କିଛି ମାସ ହେବ ନିୟମିତ ବ୍ୟବଧାନରେ ହଳଦୀପଡ଼ିଆ ବସ୍ତିରୁ ଡ୍ରଗ୍ସ&nbsp; ଜବତ ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ&nbsp; କରାଯାଉଥିଲେ ମଧ୍ୟ ଡ୍ରଗ୍ସ ବେପାରୀଙ୍କ କାରବାର କମୁନାହିଁ। ତେବେ ଚଢ଼ଉର କିଛି ଦିନ ପରେ ପୁଣି ସେମାନେ ବେଧଡ଼କ ଭାବେ ନିଜ କାରବାର ଆରମ୍ଭ କରି ଦେଉଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos