ପାଉଡରର ଦାମ ୩ କୋଟି, ଧରାପଡ଼ିଲା ଅଭିଯୁକ୍ତ

ଖୋର୍ଦ୍ଧା (ବଳରାମ ଲେଙ୍କା): ପୁଲିସ୍‌  ହାତରେ ଧରାପଡ଼ିଛି ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ ଓରଫ ମିକୁ।  ତା’ଠାରୁ ଜବତ ହୋଇଛି ତିନି କୋଟି ଟଙ୍କାର ବ୍ରାଉନସୁଗର। ଆଜି ଏନେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁନ୍‌ ୧୫ ତାରିଖରେ ଦଧିମାଛଗାଡ଼ିଆରେ ହତ୍ୟାକାଣ୍ଡ ଘଟିଥିଲା। ମନୋରଞ୍ଜନ ଏହି ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ପୁଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା। […]

890

890

Tapaswini Nayak
  • Published: Wednesday, 08 July 2020
  • Updated: 08 July 2020, 03:51 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ପୁଲିସ୍‌  ହାତରେ ଧରାପଡ଼ିଛି ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ ଓରଫ ମିକୁ।  ତା’ଠାରୁ ଜବତ ହୋଇଛି ତିନି କୋଟି ଟଙ୍କାର ବ୍ରାଉନସୁଗର। ଆଜି ଏନେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଜୁନ୍‌ ୧୫ ତାରିଖରେ ଦଧିମାଛଗାଡ଼ିଆରେ ହତ୍ୟାକାଣ୍ଡ ଘଟିଥିଲା। ମନୋରଞ୍ଜନ ଏହି ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ପୁଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତା’ଠାରୁ ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ସେ ଏହି ବ୍ରାଉନସୁଗର ବାଲେଶ୍ୱରରୁ ଆଣିଥିଲା। ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲା।

କେନ୍ଦ୍ରାଞ୍ଚଳ ଡିଆଇଜି ଆହୁରି କହିଛନ୍ତି ଯେ ମନୋରଞ୍ଜନ ପାଖରୁ ବ୍ରାଉନସୁଗର ସମେତ ଗୋଟିଏ ମାଉଜର, ଗୁଳି ଓ ବାଇକ୍ ମଧ୍ୟ ଜବତ  କରାଯାଇଛି। ଅଭିଯୁକ୍ତ ଏହି ମାଉଜରକୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିଲା।

ମନୋରଞ୍ଜନକୁ କୋର୍ଟ ଚାଲାଣ କରିବା ପରେ ତାଙ୍କୁ ରିମାଣ୍ଡରେ ଅଣାଯିବ। ଏହି ଘଟଣାରେ କେଉଁ ମାନେ ସମ୍ପୃକ୍ତ ଅଭିଯୁକ୍ତକୁ ପଚରାଉଚରା ପରେ ଜଣାପଡ଼ିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story