କୋରାପୁଟରେ ବ୍ରୁସେଲୋସିସ୍‌ ଆତଙ୍କ

କୋରାପୁଟ: ମଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କମି ନଥିବା ବେଳେ କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛି ବ୍ରୁସେଲୋସିସ୍‌। ଏହି ରୋଗରେ ବହୁ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ଗାଈଙ୍କ କ୍ଷୀର ସେବନ କଲେ ମଣିଷ ଶରୀରରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଥରେ ମଣିଷ ଶରୀରରେ ଏହି ଜୀବାଣୁ ପ୍ରବେଶ କଲେ ଜ୍ୱର ହେବା ସହିତ ମୁଣ୍ଡବ୍ୟଥା ଓ ଗଣ୍ଠିବ୍ୟଥା ଜୀବନସାରା ଲାଗି ରହିବ। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା, […]

bacterial-koraput

bacterial-koraput

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 10:16 PM IST

Sports

Latest News

bacterial-koraputକୋରାପୁଟ: ମଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କମି ନଥିବା ବେଳେ କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛି ବ୍ରୁସେଲୋସିସ୍‌। ଏହି ରୋଗରେ ବହୁ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ଗାଈଙ୍କ କ୍ଷୀର ସେବନ କଲେ ମଣିଷ ଶରୀରରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଥରେ ମଣିଷ ଶରୀରରେ ଏହି ଜୀବାଣୁ ପ୍ରବେଶ କଲେ ଜ୍ୱର ହେବା ସହିତ ମୁଣ୍ଡବ୍ୟଥା ଓ ଗଣ୍ଠିବ୍ୟଥା ଜୀବନସାରା ଲାଗି ରହିବ।

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା, ସୁନାବେଡା, ଦାମନଯୋଡି ଓ ସୁନାବେଡା ଗାଈ ପ୍ରଜନନ କେନ୍ଦ୍ରରେ ଗୋରୁଙ୍କ ଦେହରେ ବ୍ରୁସେଲୋସିସ୍‌ ରୋଗ ଦେଖିବାକୁ ମିଳିଛି। ଏହି ରୋଗ ଗୋଟିଏ ଗାଈ ଦେହରୁ ଅନ୍ୟ ଗାଈ ଦେହକୁ ବ୍ୟାପୁଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଜିଲ୍ଲାରୁ ସଂଗୃହିତ ୯୧ଟି ଗାଈର ରକ୍ତ ନମୂନାରୁ ୨୬ଟି ପଜିଟିଭ୍‌ ମିଳିଛି। ଏହି ରୋଗକୁ କିପରି ନିୟନ୍ତ୍ରଣ କରାଯିବ ତାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ି ଯାଇଥିବା ବେଳେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ଗୋରୁ ମାଲିକ ମନୋରମା ବାରିକ କହିଛନ୍ତି,“୮ରୁ ୧୦ ଦିନ ଭିତରେ ଏହି ରୋଗରେ ବହୁ ଗାଈଙ୍କ ମୃତ୍ୟୁ ହେଲାଣି। ଆହୁରି ବହୁ ଗାଈଙ୍କ ପାଟିରେ ଘା’ ହୋଇଯାଇଛି, ଖାଇ ପାରୁନାହାନ୍ତି।”

ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ଶାନ୍ତନୁ କୁମାର ଟାକ୍ରି କହିଛନ୍ତି,“ଗୋରୁଙ୍କୁ ପ୍ରତିବର୍ଷ ପ୍ରତିଷେଧକ ଟୀକା ଦିଆଯାଉଛି। ଚଳିତବର୍ଷ ୨୫୦୦ ବାଛରୀକୁ ଟୀକାକରଣ କରିବାକୁ ସ୍ଥିର ହୋଇଛି।”

କୋରାପୁଟ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଅରୁଣ କୁମାର ପାଢ଼ୀ କହିଛନ୍ତି,“ବ୍ରୁସେଲୋସିସ୍‌ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। ଯଦି କୌଣସି ସ୍ଥାନରେ ଏହି ରୋଗର ଲକ୍ଷଣ ଦେଖାଯାଏ ତାହାହେଲେ ଆମେ ତୁରନ୍ତ ପଦକ୍ଷେପ ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story