ସଂସଦରେ ରବି ରାୟଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ପ୍ରାରମ୍ଭରେ ସଂସଦର ଉଭୟ ଗୃହରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଲୋକସଭାରେ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସମସ୍ତ ସଦସ୍ୟ। ଗତ ୬ ତାରିଖରେ କଟକ ବଡ଼ ମେଡିକାଲ୍‌ରେ ୯୧ ବର୍ଷ ବୟସରେ ରବି ରାୟଙ୍କ ପରଲୋକ ଘଟିଥିଲା। ସେହିପରି ରାଜ୍ୟ ସଭାରେ ସ୍ୱର୍ଗତ ସଦସ୍ୟ ହାଜି ଅବଦୁଲ ସଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହା ସହିତ ତାଙ୍କୁ ସମ୍ମାନ […]

parliament

parliament

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 12:39 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ପ୍ରାରମ୍ଭରେ ସଂସଦର ଉଭୟ ଗୃହରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଲୋକସଭାରେ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସମସ୍ତ ସଦସ୍ୟ। ଗତ ୬ ତାରିଖରେ କଟକ ବଡ଼ ମେଡିକାଲ୍‌ରେ ୯୧ ବର୍ଷ ବୟସରେ ରବି ରାୟଙ୍କ ପରଲୋକ ଘଟିଥିଲା।

ସେହିପରି ରାଜ୍ୟ ସଭାରେ ସ୍ୱର୍ଗତ ସଦସ୍ୟ ହାଜି ଅବଦୁଲ ସଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହା ସହିତ ତାଙ୍କୁ ସମ୍ମାନ ଜଣାଇ ଆଜି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ ଅଧ୍ୟକ୍ଷ।

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହେବାକୁ ଥିବା ବେଳେ ଓଡ଼ିଶା ସାଂସଦମାନେ ମହାନଦୀରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ ଉଠାଇବେ। ଏନେଇ ବିଜେଡି ସଂସଦୀୟ ଦଳ ମୁଖପାତ୍ର କଳିକେଶ ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ମହାନଦୀ ପ୍ରସଙ୍ଗ ସମେତ ପୋଲାଭରମ୍‌କୁ ଜାତୀୟ ମାନ୍ୟତା ପ୍ରଦାନ କରାଯିବାକୁ ବିରୋଧ କରିବୁ। ଏହାସହ ଆମେ ୫ଟି ମେଡିକାଲ କଲେଜକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯିବାକୁ ଦାବି କରିବୁ।”

ଏହି ଅଧିବେଶନରେ ଜିଏସ୍‌ଟି ବିଲ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଜିଏସ୍‌ଟି କାଉନସିଲ ବୈଠକରେ ସେଣ୍ଟ୍ରାଲ ଜିଏସ୍‌ଟି ଓ ଇଣ୍ଟିଗ୍ରେଟେଡ ଜିଏସ୍‌ଟି ଡ୍ରାଫଟ୍‌ ଲେଜିସଲେସନ୍‌କୁ ମଞ୍ଜୁରୀ ମିଳିଛି। ଜୁଲାଇ ପ୍ରଥମ ସପ୍ତାହରୁ ଜିଏସ୍‌ଟି ଲାଗୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗ୍ରୀନ ସିଗନାଲ୍‌ ଦେଇ ସାରିଛନ୍ତି। ଏହାସହ କର୍ମଚାରୀଙ୍କ ସରକାରୀ ଭତ୍ତା ବଢାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story