ଭିମସାର ଡାକ୍ତର ବଦଳି ପ୍ରତିବାଦରେ ବୁର୍ଲା ବନ୍ଦ

ସମ୍ବଲପୁର: ଭିମସାର ଡାକ୍ତର ବଦଳି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ କରାଯାଇଛି। ବିଜେପି ବୁର୍ଲା ମଣ୍ଡଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନ ଯୋଗୁଁ ସହର ମଧ୍ୟରେ ଦୋକାନବଜାର ବନ୍ଦ ରହିଛି। ସ୍ୱାସ୍ଥ୍ୟସେବାକୁ ବାଦ ଦେଇ ଅନ୍ୟ ସବୁ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନରେ ଜୁନିଅର ଡାକ୍ତର ସଂଘ ମଧ୍ୟ ସାମିଲ ହୋଇଛି। ଭିମସାରରୁ ୧୪ ଜଣ ଡାକ୍ତରଙ୍କୁ ବ୍ରହ୍ମପୁର, ବାରିପଦା ଓ କୋରାପୁଟକୁ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଆସିଛି। […]

burla

burla

Rakesh Mallick
  • Published: Monday, 27 March 2017
  • Updated: 27 March 2017, 10:05 AM IST

Sports

Latest News

ସମ୍ବଲପୁର: ଭିମସାର ଡାକ୍ତର ବଦଳି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ କରାଯାଇଛି। ବିଜେପି ବୁର୍ଲା ମଣ୍ଡଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନ ଯୋଗୁଁ ସହର ମଧ୍ୟରେ ଦୋକାନବଜାର ବନ୍ଦ ରହିଛି। ସ୍ୱାସ୍ଥ୍ୟସେବାକୁ ବାଦ ଦେଇ ଅନ୍ୟ ସବୁ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନରେ ଜୁନିଅର ଡାକ୍ତର ସଂଘ ମଧ୍ୟ ସାମିଲ ହୋଇଛି।

ଭିମସାରରୁ ୧୪ ଜଣ ଡାକ୍ତରଙ୍କୁ ବ୍ରହ୍ମପୁର, ବାରିପଦା ଓ କୋରାପୁଟକୁ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଆସିଛି।

ମେଡିକାଲରେ ଡାକ୍ତର ଅଭାବ ଥିବା ବେଳେ ଏକା ବେଳେ ଏତେ ସଂଖ୍ୟାରେ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଗଲେ ଏଠାରେ ସ୍ୱାସ୍ଥ୍ୟସେବା ବିଗିଡି ଯିବ ବୋଲି ଜୁନିଅର ଡାକ୍ତର ସଂଘ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story