ବୁର୍ଲାରେ ସ୍ୱାସ୍ଥ୍ୟ ସଚିବ;୯ ଦଫା ଦାବି ନେଇ ଭିଏସ୍‌ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତର ସଂଘ ସହ କରିବେ ଆଲୋଚନା

ସମ୍ବଲପୁର: ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତରଙ୍କ ୯ ଦଫା ଦାବିର ଆଲୋଚନା ପାଇଁ ଆଜି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ବୁର୍ଲା ଗସ୍ତରେ ଅଛନ୍ତି। ସେ ଜୁନିୟର ଡାକ୍ତର ସଂଘ ସହିତ ଆଲୋଚନା କରିବେ। ଅପରାହ୍ନ ୪ଟାରେ ଏହି ଆଲୋଚନା ହେବ। ଏଥିରେ ଆରଡିସି ମଧ୍ୟ ଉପସ୍ଥିତ ରହିବେ। ଏହା ପୂର୍ବରୁ ସେ ବୁର୍ଲା ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି। ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହିତ ବି ସେ ଆଲୋଚନା […]

arati-ahuja

arati-ahuja

Rakesh Mallick
  • Published: Friday, 05 February 2016
  • Updated: 05 February 2016, 08:26 AM IST

Sports

Latest News

ସମ୍ବଲପୁର: ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତରଙ୍କ ୯ ଦଫା ଦାବିର ଆଲୋଚନା ପାଇଁ ଆଜି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ବୁର୍ଲା ଗସ୍ତରେ ଅଛନ୍ତି। ସେ ଜୁନିୟର ଡାକ୍ତର ସଂଘ ସହିତ ଆଲୋଚନା କରିବେ। ଅପରାହ୍ନ ୪ଟାରେ ଏହି ଆଲୋଚନା ହେବ। ଏଥିରେ ଆରଡିସି ମଧ୍ୟ ଉପସ୍ଥିତ ରହିବେ। ଏହା ପୂର୍ବରୁ ସେ ବୁର୍ଲା ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି। ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହିତ ବି ସେ ଆଲୋଚନା କରିଛନ୍ତି। ତା’ ସହିତ ମେଡିକାଲ୍ କଲେଜ୍ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଏକ ବୈଠକ କରିଥିଲେ। ଏଥିରେ ମେଡିକାଲ୍ କଲେଜର ନିର୍ଦ୍ଦେଶକ ଓ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଜାନୁଆରୀ ୨୦ ତାରିଖରେ ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜ୍‌ ଜୁନିୟର ଡାକ୍ତର ସଂଘ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଫେବ୍ରୁଆରୀ ୧ ତାରିଖରେ ଏନେଇ ଜୁନିୟର ଡାକ୍ତରମାନେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହେବା ପରେ ଜୁନିୟର ଡାକ୍ତର ସଂଘ ଫେବ୍ରୁଆରୀ ୯ ତାରିଖ ଭିତରେ ଆଲୋଚନା ପାଇଁ ସମୟ ମାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story