ବୁର୍ଲା ମେଡିକାଲ କଲେଜରେ ଏମସିଆଇ ଟିମକୁ ଛାତ୍ରଛାତ୍ରୀଙ୍କ ବିରୋଧ

ସମ୍ବଲପୁର: ବୁର୍ଲା ମେଡିକାଲ କଲେଜକୁ ଆସିଥିବା ଏମସିଆଇ ଟିମକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। କଲେଜର ଭିତ୍ତିଭୂମି ଯାଞ୍ଚ ପାଇଁ ଆସିଥିବା ୪ଜଣିଆ ଏହି ଟିମକୁ ଛାତ୍ରଛାତ୍ରୀମାନେ ବିରୋଧ କରିବା ସହ ନାରାବାଜୀ କରିଥିଲେ। ଏହି ଟିମ୍ ହସ୍ପିଟାଲ୍ ଅଧୀକ୍ଷକଙ୍କ ରୁମରେ ଥିବା ଖବର ପାଇ ଛାତ୍ରଛାତ୍ରୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ୪ଜଣିଆ ଛାତ୍ର ପ୍ରତିନିଧି ଏମସିଆଇ ଟିମକୁ […]

burla protest

burla protest

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 02:54 PM IST

ସମ୍ବଲପୁର: ବୁର୍ଲା ମେଡିକାଲ କଲେଜକୁ ଆସିଥିବା ଏମସିଆଇ ଟିମକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। କଲେଜର ଭିତ୍ତିଭୂମି ଯାଞ୍ଚ ପାଇଁ ଆସିଥିବା ୪ଜଣିଆ ଏହି ଟିମକୁ ଛାତ୍ରଛାତ୍ରୀମାନେ ବିରୋଧ କରିବା ସହ ନାରାବାଜୀ କରିଥିଲେ। ଏହି ଟିମ୍ ହସ୍ପିଟାଲ୍ ଅଧୀକ୍ଷକଙ୍କ ରୁମରେ ଥିବା ଖବର ପାଇ ଛାତ୍ରଛାତ୍ରୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ।

ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ୪ଜଣିଆ ଛାତ୍ର ପ୍ରତିନିଧି ଏମସିଆଇ ଟିମକୁ ଭେଟି ଆଲୋଚନା କରିବା ପରେ ଟିମ୍ ଫେରିଯାଇଥିଲା। ସର୍ଦ୍ଦାର ରାଜାସ୍ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଥଇଥାନ ପ୍ରତିବାଦରେ ବୁର୍ଲା ମେଡିକାଲର ଛାତ୍ରଛାତ୍ରୀମାନେ ଗତ ୨୧ ତାରିଖରୁ ଶ୍ରେଣୀ ବର୍ଜନ କରି କଲେଜ ମୁଖ୍ୟ ଫ।ଟକ ଆଗରେ ଧାରଣା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story