ବୁର୍ଲା ମେଡିକାଲରେ ଭଙ୍ଗାରୁଜା ଘଟଣା: ପିଜି ଛାତ୍ରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ, ରୋଗୀସେବା ବ୍ୟାହତ

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ପିଜି ଛାତ୍ରମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ତୃତୀୟ ଦିନରେ ପହଞ୍ଚିଛି। ଫଳରେ ମେଡିକାଲରେ ରୋଗୀ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ପିଜି ଛାତ୍ରମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ବୁର୍ଲା ମେଡିକାଲରେ ସ୍ୱାଭାବିକ ଅବସ୍ଥା […]

burla

burla

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 12:47 PM IST

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ପିଜି ଛାତ୍ରମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ତୃତୀୟ ଦିନରେ ପହଞ୍ଚିଛି। ଫଳରେ ମେଡିକାଲରେ ରୋଗୀ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ପିଜି ଛାତ୍ରମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ବୁର୍ଲା ମେଡିକାଲରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅତିରିକ୍ତ ଏସପି, ହସ୍ପିଟାଲ ଅଧୀକ୍ଷକ, ଭାରପ୍ରାପ୍ତ ଅଧ୍ୟକ୍ଷ ଓ ପିଜି ଛାତ୍ରମାନଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା। ତେବେ ପିଜି ଛାତ୍ରମାନେ କାର୍ଯ୍ୟରେ ଯୋଗଦେବା ନେଇ ବୈଠକରେ କିଛି ସ୍ପଷ୍ଟ ହୋଇ ନ ଥିବା ଅତିରିକ୍ତ ଏସପି ସୁଶିଲ କୁମାର ପାଣିଗ୍ରାହୀ କହିଛନ୍ତି। ଏପଟେ ପିଜି ଛାତ୍ରଙ୍କୁ ସମର୍ଥନ କରି ଗତକାଲିଠାରୁ ହାଉସ ସର୍ଜନମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story