ବୁର୍ଲା ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ; ବୁଧବାରଠାରୁ କାର୍ଯ୍ୟରେ ଯୋଗ ଦେବେ ହାଉସସର୍ଜନ, ପିଜି ଡାକ୍ତର

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ପିଜି ଛାତ୍ରମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ରାତିରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ତଥା ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ସମ୍ବଲପୁର ଏସପି ଅଖିଳେଶ୍ୱର ସିଂଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାରୁ ଆସନ୍ତାକାଲିଠାରୁ ହାଉସସର୍ଜନ ଓ ପିଜି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ। ଆନ୍ଦୋଳନ ପ୍ରତ୍ୟାହାର […]

burla

burla

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 05:49 PM IST

Sports

Latest News

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ପିଜି ଛାତ୍ରମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ରାତିରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ତଥା ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ସମ୍ବଲପୁର ଏସପି ଅଖିଳେଶ୍ୱର ସିଂଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାରୁ ଆସନ୍ତାକାଲିଠାରୁ ହାଉସସର୍ଜନ ଓ ପିଜି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ।

ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଆଜି  ସମ୍ବଲପୁର ଏସପି, ବୁର୍ଲା ମେଡିକାଲ୍ କଲେଜର ଅଧ୍ୟକ୍ଷ ଓ ହସପିଟାଲର ଅଧୀକ୍ଷକଙ୍କ ଉପସ୍ଥିତିରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ନେଇ ଏସପି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

ଜଣେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସଂପର୍କୀୟମାନେ ବୁର୍ଲା ବଡ଼ ମେଡିକାଲର କାଜୁଆଲଟିରେ ଗତ ୨୪ ତାରିଖରେ ଭଙ୍ଗାରୁଜା କରିଥିଲେ। ଏହାକୁ ବିରୋଧ କରି ତଥା ଭଙ୍ଗାରୁଜା କରିଥିବା ଲୋକଙ୍କୁ ଗିରଫ କରିବା ଦାବିରେ ଛାତ୍ରଛାତ୍ରୀମାନେ ତିନି ଦିନ ହେଲା ଆନ୍ଦୋଳନରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story