ଘାଟିରେ ଓଲଟିଲା ବସ୍‌: ୧୦ ଆହତ, ୨ ଗୁରୁତର

କନ୍ଧମାଳ: ଫୁଲବାଣୀରେ ସିଲ୍କ ସିଟି ନାମକ ଏକ ନାଇଟ୍ କୋଚ୍ ଓଲଟି ପଡିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ବ୍ରହ୍ମପୁରରୁ ରାଉରକେଲା ଯାଉଥିବାବେଳେ ଏନ୍‌ଏଚ୍‌-୧୫୭ର ରାଣୀପଥର ଘାଟି ନିକଟରେ ଓଲଟି ପଡିଥିଲା।

kandhamala

kandhamala

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 11:16 PM IST

Sports

Latest News

କନ୍ଧମାଳ: ଫୁଲବାଣୀରେ ସିଲ୍କ ସିଟି ନାମକ ଏକ ନାଇଟ୍ କୋଚ୍ ଓଲଟି ପଡିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବସ୍‌ଟି ବ୍ରହ୍ମପୁରରୁ ରାଉରକେଲା ଯାଉଥିବାବେଳେ ଏନ୍‌ଏଚ୍‌-୧୫୭ର ରାଣୀପଥର ଘାଟି ନିକଟରେ ଓଲଟି ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story