ଓଲଟିପଡ଼ିଲା ବସ୍‌, ୧୨ ଆହତ

ରାଇରଙ୍ଗପୁର (ରାଜେଶ ଶର୍ମା): କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍‌ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍‌ଏଚ୍‌-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ, ନିର୍ଦ୍ଧାରିତ ସମୟରେ ବସ୍‌ଟି କଲିକତା ଛାଡ଼ିଥିଲା। ସେଥିରେ ୫୦ ଜଣ ଯାତ୍ରୀ ଥିଲେ।

bus-1

bus-1

Manoranjan Sial
  • Published: Friday, 28 December 2018
  • Updated: 28 December 2018, 04:13 PM IST

Sports

Latest News

ରାଇରଙ୍ଗପୁର (ରାଜେଶ ଶର୍ମା): କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍‌ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍‌ଏଚ୍‌-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ନିର୍ଦ୍ଧାରିତ ସମୟରେ ବସ୍‌ଟି କଲିକତା ଛାଡ଼ିଥିଲା। ସେଥିରେ ୫୦ ଜଣ ଯାତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story