ଟୁରିଷ୍ଟ ବସ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌

କୋଣାର୍କ (ସଞ୍ଜୟ ପତି): କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଆଜି ଏକ  ସଡ଼କ ଦୁର୍ଘଟଣା ଘଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଏକ ପର୍ଯ୍ୟଟକ ବସ୍‌କୁ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଗୋଷ୍ଠି ସ୍ୱାସ୍ଥ୍ୟ […]

accident000

accident000

Tapaswini Nayak
  • Published: Thursday, 30 January 2020
  • Updated: 31 January 2020, 10:32 AM IST

Sports

Latest News

କୋଣାର୍କ (ସଞ୍ଜୟ ପତି): କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଆଜି ଏକ  ସଡ଼କ ଦୁର୍ଘଟଣା ଘଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଏକ ପର୍ଯ୍ୟଟକ ବସ୍‌କୁ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ପ୍ରାୟ ୧୨ଟା ସମୟରେ ‘ସାଇରାମ’ ନାମକ ଟୁରିଷ୍ଟ ବସ୍‌ କୋଣାର୍କରୁ ପୁରୀ ଯାଉଥିଲା। ଏହି ସମୟରେ ମେରାଇନ ଡ୍ରାଇଭରେ ଏକ ଯାତ୍ରୀବାହୀ ବସ୍‌ ଟୁରିଷ୍ଟ ବସ୍‌କୁ ପଛରୁ ଧକ୍କା ଦେଇଥିଲା। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକେ ଯାତ୍ରୀବାହୀ ବସ୍‌ର ଡ୍ରାଇଭରକୁ ଅଟକ ରଖି ପୁଲିସ୍ ଜିମା  ଦେଇଛନ୍ତି।

ଟୁରିଷ୍ଟ ବସ୍‌ରେ ୪୦ ରୁ ୫୦ ଜଣ ଯାତ୍ରୀ ଥିବା ବେଳେ ଯାତ୍ରୀବାହୀ ବସ୍‌ରେ ୩୦ରୁ  ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story