ଗଛରେ ପିଟି ହେଲା ବସ୍, ୩୫ ଆହତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ାର ବିଚାକୁଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍‌ଟି ଗଛରେ ପିଟି ହେବାରୁ ୩୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଯୋଡ଼ାସ୍ଥିତ ଟାଟା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ନଟରାଜ ନାମକ ଏହି ବସ୍‌ଟି ଯୋଡ଼ାରୁ ଶ୍ରମିକଙ୍କୁ ନେଇ ଟାଟା କମ୍ପାନିର ଖଣ୍ଡବନ୍ଧ ଖଣିକୁ ଯାଉଥିଲା। ଏହି ସମୟରେ ବିଚାକୁଣ୍ଡି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ବସ୍‌ରେ ୩୫ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଯୋଡ଼ା […]

bus accident

bus accident

Tapaswini Nayak
  • Published: Thursday, 29 August 2019
  • Updated: 29 August 2019, 12:35 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ାର ବିଚାକୁଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍‌ଟି ଗଛରେ ପିଟି ହେବାରୁ ୩୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଯୋଡ଼ାସ୍ଥିତ ଟାଟା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ନଟରାଜ ନାମକ ଏହି ବସ୍‌ଟି ଯୋଡ଼ାରୁ ଶ୍ରମିକଙ୍କୁ ନେଇ ଟାଟା କମ୍ପାନିର ଖଣ୍ଡବନ୍ଧ ଖଣିକୁ ଯାଉଥିଲା। ଏହି ସମୟରେ ବିଚାକୁଣ୍ଡି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ବସ୍‌ରେ ୩୫ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଯୋଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story