ଭୋରରେ ଡ୍ରାଇଭରର ଆଖି ଲାଗିଗଲା କି? ଗଛରେ ପିଟି ହେଲା ବସ୍

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ର ଭେଲୋରା ଛକରେ ଭୋର ପ୍ରାୟ ୩ଟା ବେଳେ ଗଛରେ ପିଟି ହୋଇ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଫଳରେ ୧୨ ଜଣ  ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରି ଦିଆଯାଇଛି। ଆଜି ସକାଳେ ବନଜା ନାମକ ଏହି ବସ୍‌ ଭଦ୍ରକ ଜିଲ୍ଲା ଧାମରାରୁ ପଶ୍ଚିମବଙ୍ଗର କାନ୍ଥି ଯାଉଥିଲା।

bus

bus

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 11:14 AM IST

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ର ଭେଲୋରା ଛକରେ ଭୋର ପ୍ରାୟ ୩ଟା ବେଳେ ଗଛରେ ପିଟି ହୋଇ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଫଳରେ ୧୨ ଜଣ  ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରି ଦିଆଯାଇଛି।

ଆଜି ସକାଳେ ବନଜା ନାମକ ଏହି ବସ୍‌ ଭଦ୍ରକ ଜିଲ୍ଲା ଧାମରାରୁ ପଶ୍ଚିମବଙ୍ଗର କାନ୍ଥି ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story