ନାରାୟଣପାଟଣା: ବସ୍‌ ଓଲଟି ୩ ମୃତ

ନାରାୟଣପାଟଣା: ବିଜୟନଗରମ ଜିଲ୍ଲା ରାମବଦ୍ରପୁରମଠାରେ ଗତକାଲି ବିଳମ୍ବିତ ରାତିରେ ବସ୍‌ ଓଲଟି ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୃତକମାନେ  ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସହିନା ସୁଲତାନ୍‌, ସକିଲ ସୁଲତାନ ଏବଂ ଆୟାନା ସୁଲତାନ୍‌। ଏମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।  ନବରଙ୍ଗପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  

bus

bus

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 02:29 PM IST

Sports

Latest News

ନାରାୟଣପାଟଣା: ବିଜୟନଗରମ ଜିଲ୍ଲା ରାମବଦ୍ରପୁରମଠାରେ ଗତକାଲି ବିଳମ୍ବିତ ରାତିରେ ବସ୍‌ ଓଲଟି ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୃତକମାନେ  ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସହିନା ସୁଲତାନ୍‌, ସକିଲ ସୁଲତାନ ଏବଂ ଆୟାନା ସୁଲତାନ୍‌। ଏମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

 ନବରଙ୍ଗପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos