ବୌଦ୍ଧ: ବସ୍‌ଟି ଓଲଟି ୩୦ ଯାତ୍ରୀ ଆହତ, ୮ ଗୁରୁତର

ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡାର ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡ଼ା ଛକରେ ବେଲୁନ୍‌ ନାମକ ଘରୋଇ ବସ୍‌ଟି ଆଜି ଭୋରରୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଦିପ୍ତିପୁର ଅଭିମୁଖେ ଯାଉଥିଲା। ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ସୁବର୍ଣ୍ଣପୁର, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। […]

boudha

boudha

Rakesh Mallick
  • Published: Friday, 26 August 2016
  • Updated: 26 August 2016, 11:35 AM IST

Sports

Latest News

ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡାର ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡ଼ା ଛକରେ ବେଲୁନ୍‌ ନାମକ ଘରୋଇ ବସ୍‌ଟି ଆଜି ଭୋରରୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଦିପ୍ତିପୁର ଅଭିମୁଖେ ଯାଉଥିଲା। ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ବସ୍‌ରେ ସୁବର୍ଣ୍ଣପୁର, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ମନମୁଣ୍ଡା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story