ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲୁଥିବା ଅର୍ଡିନାରୀ, ଡିଲକ୍ସ, ଏକ୍ସପ୍ରେସ୍‌ ଓ ଏସି ଡିଲକ୍ସର ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ୬୭ ପଇସାକୁ ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୫ ପଇସା ଦେବାକୁ ପଡୁଥିଲା। ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୯୧ ପଇସା ଦେବାକୁ ପଡୁଥିଲା। ଏବେ କିଲୋମିଟର ପିଛା ୯୫ ପଇସା […]

bus-

bus-

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 03:07 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲୁଥିବା ଅର୍ଡିନାରୀ, ଡିଲକ୍ସ, ଏକ୍ସପ୍ରେସ୍‌ ଓ ଏସି ଡିଲକ୍ସର ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ୬୭ ପଇସାକୁ ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୫ ପଇସା ଦେବାକୁ ପଡୁଥିଲା। ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୯୧ ପଇସା ଦେବାକୁ ପଡୁଥିଲା। ଏବେ କିଲୋମିଟର ପିଛା ୯୫ ପଇସା ଦେବାକୁ  ପଡ଼ିବ।

ସେହିପରି  ଏସି ଡିଲକ୍ସରେ କିଲୋମିଟର ପିଛା ୧ଟଙ୍କା ୧୩ ପଇସା ଦେବାକୁ ପଡୁଥିଲା। ଏବେ ୧ଟଙ୍କା ୧୭ ପଇସା ଦେବାକୁ ପଡିବ। ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ଯିବାକୁ ୬୮ ପଇସା ଦେବାକୁ ପଡୁଥିଲା। ଏବେ  ୭୦ ପଇସା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୩ ତାରିଖରେ  ବସ୍‌ ଭଡ଼ା ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story