କେଉଁଠି ଗଡ଼ିଲା ତ କେଉଁଠି ଗଡ଼ିଲାନି ଘରୋଇ ବସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଦୀର୍ଘ ୨ ମାସର ବ୍ୟବଧାନ ପରେ‌ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ଏ ପର୍ଯ୍ୟନ୍ତ ବସ୍‌ ଗଡ଼ିନି। ଆଉ ଯେଉଁଠି ଗଡ଼ିଛି ଖୁବ୍‌ କମ୍‌ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛି ବସ୍‌। ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ମାତ୍ର […]

kkkkkkkkkk

kkkkkkkkkk

Tapaswini Nayak
  • Published: Thursday, 28 May 2020
  • Updated: 28 May 2020, 09:54 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଦୀର୍ଘ ୨ ମାସର ବ୍ୟବଧାନ ପରେ‌ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ଏ ପର୍ଯ୍ୟନ୍ତ ବସ୍‌ ଗଡ଼ିନି। ଆଉ ଯେଉଁଠି ଗଡ଼ିଛି ଖୁବ୍‌ କମ୍‌ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛି ବସ୍‌।

ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ମାତ୍ର ୧୫ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ବୌଦ୍ଧ ଅଭିମୁଖେ ଗଡିଛି । ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ବାହାରିଲା ଆଉ ୨ଟି ବସ୍। ଭଦ୍ରକ ବସ୍‌ ଷ୍ଟାଣ୍ଡରୁ ମଧ୍ୟ କମ୍ ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା। ବସ୍‌କୁ ଧୋଇ ସଫାସୁତରା କରିବା ସହ ଯାତ୍ରୀଙ୍କୁ ସାନିଟାଇଜର ଦେଇ ବସ୍ ଭିତରକୁ ଛଡାଯାଇଥିବା କହିଛନ୍ତି କର୍ମଚାରୀ।

। ଅନ୍ୟପଟେ କଟକ ବାଦାମବାଡି ବସଷ୍ଟାଣ୍ଡରେ ଯାତ୍ରୀ ପହଞ୍ଚିଥିବା ବେଳେ କିନ୍ତୁ ଗୋଟିଏ ବି ବସ୍ ନଥିଲା। କିଛି ଯାତ୍ରୀ ରାଉରକେଲା ଓ ସମ୍ବଲପୁରକୁ ଯିବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ବସ୍ ନ ପାଇ ନିରାଶ ହୋଇଥିଲେ।

କୋରାପୁଟ, ଜୟପୁରରେ ମଧ୍ୟ ଆଜି ବସ୍ ଗଡିନାହିଁ। ଗାଡି ମରାମତି ଏବଂ ବସ୍ କର୍ମଚାରୀ ନ ଥିବାରୁ ବସ୍ ଚଳାଚଳ ହୋଇନାହିଁ। ଆସନ୍ତା ଜୁନ ପହିଲା ଏଠାରୁ ବସ୍ ଚଳାଇବାକୁ ଜୟପୁର ଘରୋଇ ବସ୍ ମାଲିକ ସଂଘ କହିଛି।

ସୂଚନାଯୋଗ୍ୟ, ଆଜିଠୁ ବସ୍‌ ଚଳାଚଳ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ରାଜ୍ୟରେ ୧୪ ହଜାର ବସ୍‌ ଥିବା ବେଳେ ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ସଂଘର ସାଧାରଣ ସଂପାଦକ। ବସ୍‌ରେ ଚଢିବା ପୂର୍ବରୁ ଯାତ୍ରୀ ଓ କର୍ମଚାରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ସରକାର ଥର୍ମାଲ ସ୍କାନର ଯୋଗାଇଦେବାକୁ କହିଛି ସଂଘ। ତେବେ ବସ୍ ଭଡ଼ା ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story