କାଲି କଟକରେ ବସ୍ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କଟକରେ ବସ୍ ଚଳାଚଳ ବନ୍ଦ ରହିବ। ଜନତା କର୍ଫ୍ୟୁ ପାଇଁ କାଲି କଟକରେ ଘରୋଇ ବସ୍ ବନ୍ଦ ରହିବ। ଏନେଇ କଟକ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଅଜୟ ବାରିକ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଏହାସହ ଆସନ୍ତାକାଲି ୩ ହଜାର […]

bus-7--1

bus-7--1

Tapaswini Nayak
  • Published: Saturday, 21 March 2020
  • Updated: 21 March 2020, 02:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କଟକରେ ବସ୍ ଚଳାଚଳ ବନ୍ଦ ରହିବ। ଜନତା କର୍ଫ୍ୟୁ ପାଇଁ କାଲି କଟକରେ ଘରୋଇ ବସ୍ ବନ୍ଦ ରହିବ। ଏନେଇ କଟକ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଅଜୟ ବାରିକ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଏହାସହ ଆସନ୍ତାକାଲି ୩ ହଜାର ୭ଶହ ଟ୍ରେନ ବାତିଲ କରାଯାଇଛି। ଭୋର ୪ଟାରୁ ରାତି ୧୦ଟା ମଧ୍ୟରେ ମୂଳ ଷ୍ଟେସନରୁ ବାହାରିବାକୁ ଥିବା ସମସ୍ତ ଟ୍ରେନ ବାତିଲ ହୋଇଛି।

କରୋନା ମୁକାବିଲା କରିବାକୁ ଯାଇ ରବିବାର ଜନତା କର୍ଫ୍ୟୁ ଲଗାଯାଇଛି। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ଏହି ଲାଗୁ ହେବ। ଦେଶବାସୀଙ୍କୁ ସମ୍ବୋଧନ କରି ଏହି କର୍ଫ୍ୟୁ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story