ମନଇଛା ଫାଇନ୍ ଆଦାୟ ଅଭିଯୋଗରେ ତାତିଲା ବ୍ୟବସାୟୀ ସଂଘ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦୋକାନୀଙ୍କଠୁ ମନଇଚ୍ଛା ଜରିମାନା ଆଦାୟକୁ ନେଇ ତାତିଲା ବ୍ୟବସାୟୀ ସଂଘ। ବିଏମସିର ଏନଫୋର୍ସମେଣ୍ଟ ଷ୍ଟାଫ୍ ମନଇଛା ଫାଇନ୍ ଆଦାୟ କରୁଥିବା ଅଭିଯୋଗ କରି ଦୋକାନୀ ସଂଘ ଗତକାଲି ରାତିରେ ବିଏମସି କର୍ମଚାରୀଙ୍କୁ ଘେରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ବୁଝାସୁଝା କରିବା ପରେ ଦୋକାନୀମାନେ ସେମାନଙ୍କୁ ଛାଡିଥିଲେ।  ଏହାପରେ ଆଜି ସକାଳେ ସହରର ଶତାଧିକ ବ୍ୟବସାୟୀ ଡେପୁଟି କମିଶନରଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଦୋକାନରେ ଗ୍ରାହକମାନେ ମାସ୍କ ପିନ୍ଧୁଥିଲେ […]

bmr

bmr

Tapaswini Nayak
  • Published: Friday, 16 October 2020
  • Updated: 16 October 2020, 02:04 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦୋକାନୀଙ୍କଠୁ ମନଇଚ୍ଛା ଜରିମାନା ଆଦାୟକୁ ନେଇ ତାତିଲା ବ୍ୟବସାୟୀ ସଂଘ। ବିଏମସିର ଏନଫୋର୍ସମେଣ୍ଟ ଷ୍ଟାଫ୍ ମନଇଛା ଫାଇନ୍ ଆଦାୟ କରୁଥିବା ଅଭିଯୋଗ କରି ଦୋକାନୀ ସଂଘ ଗତକାଲି ରାତିରେ ବିଏମସି କର୍ମଚାରୀଙ୍କୁ ଘେରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ବୁଝାସୁଝା କରିବା ପରେ ଦୋକାନୀମାନେ ସେମାନଙ୍କୁ ଛାଡିଥିଲେ।  ଏହାପରେ ଆଜି ସକାଳେ ସହରର ଶତାଧିକ ବ୍ୟବସାୟୀ ଡେପୁଟି କମିଶନରଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି।

ଦୋକାନରେ ଗ୍ରାହକମାନେ ମାସ୍କ ପିନ୍ଧୁଥିଲେ ବି ନିୟମ ଭାଙ୍ଗୁଥିବା ଦର୍ଶାଇ ଏନଫୋର୍ସମେଣ୍ଟ୍ କର୍ମଚାରୀ ମନଇଛା ଫାଇନ୍ ଆଦାୟ କରୁଥିବା ବ୍ୟବସାୟୀ କହିଛନ୍ତି।

ଅନ୍ୟପକ୍ଷରେ ସହରରେ କରୋନା ପ୍ରକୋପ କମିଥିଲେ ବି ସତର୍କତା ଦୃଷ୍ଟିରୁ ସମସ୍ତେ ସଚେତନ ହେବା ଜରୁରୀ ଏବଂ ଯେଉଁ ଦୋକାନୀ ବାରମ୍ବାର ଭୁଲ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଥିବା ବିଏମସି ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story