ଟ୍ୱିଟର ଓ ଫେସ୍‌ବୁକ୍‌ ମାଧ୍ୟମରେ ଶକ୍ତି ବିଭାଗ ଦୂର କରିବ ବିଜୁଳି ସମସ୍ୟା

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଅତିଷ୍ଠ କରିଛି। ଏହି ସମସ୍ୟା ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ଦିନ ଭିତରେ ଶକ୍ତି ବିଭାଗ ନିଜସ୍ୱ ଟ୍ୱିଟର ଓ ଫେସ୍‌ବୁକ ଆକାଉଣ୍ଟ ଖୋଲି ଖାଉଟିଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଜୁଳି ସମସ୍ୟା ସମାଧାନ ପାଇଁ ଗତକାଲି ସଚିବାଳୟରେ ଏକ […]

Naveen-naxal

Naveen-naxal

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 08:58 AM IST

Sports

Latest News

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଅତିଷ୍ଠ କରିଛି। ଏହି ସମସ୍ୟା ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ଦିନ ଭିତରେ ଶକ୍ତି ବିଭାଗ ନିଜସ୍ୱ ଟ୍ୱିଟର ଓ ଫେସ୍‌ବୁକ ଆକାଉଣ୍ଟ ଖୋଲି ଖାଉଟିଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବିଜୁଳି ସମସ୍ୟା ସମାଧାନ ପାଇଁ ଗତକାଲି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ଅଧିକ ମାନବ ସମ୍ବଳ ଓ ଗାଡ଼ିର ବ୍ୟବସ୍ଥା କରି ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଜରୁରୀ ସାମଗ୍ରୀ କିଣିବା କ୍ଷମତା ମଧ୍ୟ କ୍ଷେତ୍ର ଅଧିକାରୀଙ୍କୁ ଦେଇଛନ୍ତି। ଟ୍ୱିଟର ଓ ଫେସ୍‌ବୁକ୍  ଆକାଉଣ୍ଟକୁ ବିଦ୍ୟୁତ ବିଭ୍ରାଟ ସଂକ୍ରାନ୍ତ ବହୁ ଅଭିଯୋଗ ଆସୁଥିବାରୁ ଏହାକୁ ନିୟମତି ଅନୁସରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story