ଆସିଲା ସିଏଜି ରିପୋର୍ଟ: ୧୧ ହଜାର କୋଟି ଟଙ୍କା ଆଦାୟ କରି ନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଟ୍, ପ୍ରବେଶ କର ଓ ଖଣିଜ କର ବାବଦକୁ ମାର୍ଚ୍ଚ ୨୦୧୭ ସୁଦ୍ଧା ରାଜ୍ୟ ସରକାର ୧୧ ହଜାର ୯୭୩ କୋଟି ୫୯ ଲକ୍ଷ ଟଙ୍କା ଆଦାୟ କରିପାରି ନ ଥିବା ରାଜସ୍ୱ କ୍ଷେତ୍ର ସମ୍ପର୍କିତ ରିପୋର୍ଟରେ ଦର୍ଶାଯାଇଛନ୍ତି ସିଏଜି। ସେଥିରୁ ୪ ହଜାର ୫୬୬ କୋଟି ୭ ଲକ୍ଷ ଟଙ୍କା ୫ବର୍ଷରୁ ଅଧିକ ସମୟ ଧରି ପଡି ରହିଛି । ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ କରାଯାଇ ନ […]

cag

cag

Rakesh Mallick
  • Published: Monday, 26 March 2018
  • Updated: 26 March 2018, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଟ୍, ପ୍ରବେଶ କର ଓ ଖଣିଜ କର ବାବଦକୁ ମାର୍ଚ୍ଚ ୨୦୧୭ ସୁଦ୍ଧା ରାଜ୍ୟ ସରକାର ୧୧ ହଜାର ୯୭୩ କୋଟି ୫୯ ଲକ୍ଷ ଟଙ୍କା ଆଦାୟ କରିପାରି ନ ଥିବା ରାଜସ୍ୱ କ୍ଷେତ୍ର ସମ୍ପର୍କିତ ରିପୋର୍ଟରେ ଦର୍ଶାଯାଇଛନ୍ତି ସିଏଜି।

ସେଥିରୁ ୪ ହଜାର ୫୬୬ କୋଟି ୭ ଲକ୍ଷ ଟଙ୍କା ୫ବର୍ଷରୁ ଅଧିକ ସମୟ ଧରି ପଡି ରହିଛି । ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ କରାଯାଇ ନ ଥିବାରୁ ୨ କୋଟି ୫୯ ଲକ୍ଷ ଟଙ୍କାର କର ଓ ଜରିମାନା ଆଦାୟ ହୋଇପାରି ନ ଥିଲା। ଅବକାରୀ ସମ୍ପର୍କିତ ଅପରାଧ ମାମଲାଗୁଡ଼ିକର ଲମ୍ବା ବିଚାରକାଳ ଦୂର କରିବାକୁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇ ନ ଥିବା ସିଏଜି କହିଛନ୍ତି। ବିକ୍ରୟପତ୍ରଗୁଡ଼ିକର ପଞ୍ଜିକରଣ ଉପରେ ୪୨ ଲକ୍ଷ ୬୧ ହଜାର ଟଙ୍କାର ଷ୍ଟାମ୍ପ୍ ଶୁଳ୍କ ଓ ନିବନ୍ଧନ ଫି ଆଦାୟ କରାଯାଇ ନ ଥିଲା।  ୭୭.୫୩ କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ୨୦୧୨-୧୬ ମଧ୍ୟରେ ଖଣିଜ ଭଣ୍ଡାରରେ ଆଖିଦୃଶିଆ ଅଭିବୃଦ୍ଧି ଘଟି ନ ଥିଲା। ୨୦୧୬-୧୭ରେ ରାଜ୍ୟ ସରକାର ୩୦ ହଜାର ୮୯୫ କୋଟି ୪୯ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କଠାରୁ ୪୩ ହଜାର ୪୦ ୩ କୋଟି ୯୦ ଲକ୍ଷ ଟଙ୍କା ପାଇଥିବା ସିଏଜି ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story