ଆସୁଛନ୍ତି ମୋଦି; ରାଜଧାନୀ ଉପରେ ପୋଲିସର ଛଞ୍ଚାଣ ନଜର

ଭୁବନେଶ୍ୱର:  ଭୁବନେଶ୍ୱର ଜନତା ମଇଦାନ ହେବାକୁ ଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ଟି ବିଭାଗରେ ବିଭକ୍ତ କରାଯାଇ ୪ ଜଣ ଆଇଜି ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ୧୦୦ ପ୍ଲାଟୁନ୍‌ ପୋଲିସ, ଦୁଇ କମ୍ପାନୀ ସିଆର୍‌ପିଏଫ୍‌, ୧୫ ଏସ୍‌ପି, ୫ ୟୁନିଟ୍‌ ଏସ୍‌ଓଜି ସୁରକ୍ଷାରେ ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଘଣ୍ଟାଏ ପୂର୍ବରୁ ସମ୍ପୃକ୍ତ […]

bhubaneswar plice realsal

bhubaneswar plice realsal

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 05:14 PM IST

Sports

Latest News

ଭୁବନେଶ୍ୱର:  ଭୁବନେଶ୍ୱର ଜନତା ମଇଦାନ ହେବାକୁ ଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ଟି ବିଭାଗରେ ବିଭକ୍ତ କରାଯାଇ ୪ ଜଣ ଆଇଜି ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ୧୦୦ ପ୍ଲାଟୁନ୍‌ ପୋଲିସ, ଦୁଇ କମ୍ପାନୀ ସିଆର୍‌ପିଏଫ୍‌, ୧୫ ଏସ୍‌ପି, ୫ ୟୁନିଟ୍‌ ଏସ୍‌ଓଜି ସୁରକ୍ଷାରେ ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଘଣ୍ଟାଏ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ନୋଫ୍ଲାଇଂ ଜୋନ କରାଯିବ ବୋଲି ପୋଲିସ ଡିଜି କେ.ବି. ସିଂହ କହିଛନ୍ତି।

ଆଜି କମିଶନରେଟ୍‌ ପୋଲିସ ପକ୍ଷରୁ ରିଜର୍ଭ ପୋଲିସ ପଡ଼ିଆରେ ଅଭ୍ୟାସ କରାଯାଇଛି। ତା’ସହିତ କେଉଁ ଅଫିସର କେଉଁ ସ୍ଥାନରେ ମୁତୟନ ହେବେ। ସେଥିପାଇଁ ଦାୟିତ୍ୱ ବଣ୍ଟନ ହୋଇଛି। କାରକେଡ୍‌ ଅଭ୍ୟାସ ମଧ୍ୟ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ୧୫ ତାରିଖରୁ ଆରମ୍ଭ ହେଉଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ପାଇଁ ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା। ପ୍ରଥମେ ସେ ଦଳୀୟ କାର୍ଯ୍ୟାଳୟରେ ପାଳନ ହେବାକୁ ଥିବା ଓଡ଼ିଶା ନୂଆବର୍ଷ ଉତ୍ସବରେ ଯୋଗଦେବେ। ୧୫ ତାରିଖ ସକାଳେ ସେ ଦଳୀୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story