ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲରେ ଛାତରୁ ପ୍ଲାଷ୍ଟର ଖସି ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲରେ ମଙ୍ଗଳବାର ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି। ଆହତ ଜଣକ ହେଲେ ପୁରୁଣା ଭୁବନେଶ୍ୱରର ଶୁଭେନ୍ଦୁ ମହାନ୍ତି। କୋଠରୀ ବାହାରେ ବସିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସି ଶୁଭେନ୍ଦୁ ଆହତ ହୋଇଛନ୍ତି। ଶୁଭେନ୍ଦୁ ମହାନ୍ତି କହିଛନ୍ତି, “ମୋ ମା’ ଏହି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଁ କୋଠରୀ ବାହାରେ ବସିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଥିଲା। ପ୍ଲାଷ୍ଟର ପଡ଼ି ମୋ ମୁଣ୍ଡ ଫାଟିଯାଇଛି।”

c

c

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 05:52 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲରେ ମଙ୍ଗଳବାର ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି। ଆହତ ଜଣକ ହେଲେ ପୁରୁଣା ଭୁବନେଶ୍ୱରର ଶୁଭେନ୍ଦୁ ମହାନ୍ତି। କୋଠରୀ ବାହାରେ ବସିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସି ଶୁଭେନ୍ଦୁ ଆହତ ହୋଇଛନ୍ତି।

ଶୁଭେନ୍ଦୁ ମହାନ୍ତି କହିଛନ୍ତି, “ମୋ ମା’ ଏହି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଁ କୋଠରୀ ବାହାରେ ବସିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଥିଲା। ପ୍ଲାଷ୍ଟର ପଡ଼ି ମୋ ମୁଣ୍ଡ ଫାଟିଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos