ଓଲଟିଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଡାକ୍ତର, ଫାର୍ମାସିଷ୍ଟ

କଲ୍ୟାଣସିଂପୁର(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡାକ୍ତର ସୌମ୍ୟ ରଞ୍ଜନ ଜେନା ଓ ଫାର୍ମାସିଷ୍ଟ ଅମିତ କୁମାର ମଲିକ। ସେମାନଙ୍କୁ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ଉଭୟ କାର୍‌ରେ ରାୟଗଡ଼ାରୁ କଲ୍ୟାଣସିଂହପୁର ଫେରୁଥିଲେ। ବେଲପଣା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗାଡ଼ିଟି […]

car-1..

car-1..

Niharika Rout
  • Published: Wednesday, 03 July 2019
  • Updated: 03 July 2019, 11:42 AM IST

କଲ୍ୟାଣସିଂପୁର(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡାକ୍ତର ସୌମ୍ୟ ରଞ୍ଜନ ଜେନା ଓ ଫାର୍ମାସିଷ୍ଟ ଅମିତ କୁମାର ମଲିକ। ସେମାନଙ୍କୁ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଗତକାଲି ବିଳମ୍ବିତ ରାତିରେ ଉଭୟ କାର୍‌ରେ ରାୟଗଡ଼ାରୁ କଲ୍ୟାଣସିଂହପୁର ଫେରୁଥିଲେ। ବେଲପଣା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗାଡ଼ିଟି ଭାଙ୍ଗି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story