ବାଲେଶ୍ୱର: କାର୍‌-ବାଇକ୍‌ ଧକ୍କାରେ ଦୁଇ ମୃତ

ବାଲେଶ୍ୱର/ସମ୍ବଲପୁର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୫ ନମ୍ୱର ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ କାର୍‌-ବାଇକ୍‌ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ଏମାନେ ବାହାନାଗା ବ୍ଲକ୍ ବାରିକପୁର ସାପ୍ତାହିକ ବଜାରକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇଜଣ ହେଲେ ଶ୍ରୀଧର ରାଉତ ଏବଂ ଜଗବନ୍ଧୁ ଦାସ। ଉଭୟ ଶଳା ଓ ଭିଣୋଇ ବୋଲି ଜଣାପଡିଛି। ନୀଳଗିରି ଥାନା ବାଉଁଶଗଣିଆ ଓ ଠଲପୁରରେ […]

accident

accident

Rakesh Mallick
  • Published: Friday, 15 April 2016
  • Updated: 15 April 2016, 07:35 AM IST

Sports

Latest News

ବାଲେଶ୍ୱର/ସମ୍ବଲପୁର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୫ ନମ୍ୱର ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ କାର୍‌-ବାଇକ୍‌ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ଏମାନେ ବାହାନାଗା ବ୍ଲକ୍ ବାରିକପୁର ସାପ୍ତାହିକ ବଜାରକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇଜଣ ହେଲେ ଶ୍ରୀଧର ରାଉତ ଏବଂ ଜଗବନ୍ଧୁ ଦାସ। ଉଭୟ ଶଳା ଓ ଭିଣୋଇ ବୋଲି ଜଣାପଡିଛି। ନୀଳଗିରି ଥାନା ବାଉଁଶଗଣିଆ ଓ ଠଲପୁରରେ ମୃତକଙ୍କ ଘର ବୋଲି ଜଣାପଡିଛି।

ଉଭୟ ଏକ ବାଇକ୍‌ରେ ଛେଳି ନେଇ ବାରିକପୁର ହାଟକୁ ଯାଉଥିବା ବେଳେ ପଛପଟୁ ଏକ କାର ତାଙ୍କୁ ଧକ୍କା ଦେଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ଥାନା ଅଧିକାରୀ ଓ ବାହାନଗା ଅତିରିକ୍ତ ତହସିଲଦାର ବୁଝାଶୁଝା କରିବା ସହ ରେଡକ୍ରସ୍‌ ତରଫରୁ ମୃତକଙ୍କ ପରିବାରକୁ ୧୦,୦୦୦ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଥିଲା।

ସେହିପରି ସମ୍ୱଲପୁର ଜିଲ୍ଲା ୫୩ ନମ୍ୱର ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା ଘଟି ୬ ଜଣ ଆହତ ହୋଇଛନ୍ତି ଆଜି ସକାଳେ ନୀଳଡୁଙ୍ଗୁରୀ ଛକ ନିକଟରେ ଏକ ସ୍କର୍ପିଓ ଓଲଟି ପଡ଼ି ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story