କାଷ୍ଟିଂ କାଉଚ୍‌ ମାମଲା: ପପୁ ପମ୍‌ପମ୍‌ ଏବଂ ସହଯୋଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

ଭୁବନେଶ୍ୱର: ନାବାଳିକା କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ଗିରଫ ହୋଇ ଜେଲରେ ଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଏବଂ ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁ ଓରଫ ଗିଟୁଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ଗତ ୨୭ ତାରିଖରେ ଉଭୟ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଭୁବନେଶ୍ୱର ନିମ୍ନ ଅଦାଲତରେ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଗତ ଜୁଲାଇ ୩୦ ତାରିଖରେ ପପୁ […]

papu

papu

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 08:54 AM IST

Sports

Latest News

ଭୁବନେଶ୍ୱର: ନାବାଳିକା କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ଗିରଫ ହୋଇ ଜେଲରେ ଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଏବଂ ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁ ଓରଫ ଗିଟୁଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ଗତ ୨୭ ତାରିଖରେ ଉଭୟ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପୂର୍ବରୁ ଭୁବନେଶ୍ୱର ନିମ୍ନ ଅଦାଲତରେ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।

ଗତ ଜୁଲାଇ ୩୦ ତାରିଖରେ ପପୁ ଏବଂ ପ୍ରଦୀପକୁ କମିଶନରେଟ୍‌ ପୋଲିସ ଗିରଫ କରି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦିଆଯାଇଥିଲା। ଏହି ମାମଲାରେ ପପୁଙ୍କ ବିରୋଧରେ  ଦଫା ୩୫୪(କ), ୫୦୬, ୫୦୯ ସହ ପ୍ରିଭେନସନ୍‌ ଅଫ୍ ଚାଇଲ୍ଡ ସେକ୍‌ସୁଆଲ୍‌ ହାରାସ୍‌ମେଣ୍ଟ୍‌ ଆଇନ୍‌ର ଧାରା ୮, ୧୨ ଓ ୧୭ ମଧ୍ୟ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos