ଉପାସନାଙ୍କ କାଷ୍ଟିଂ କାଉଚ ଅଭିଯୋଗ: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ରାଜେଶ

ଭୁବନେଶ୍ୱର: ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ବୁଧବାର ଅଭିନେତ୍ରୀ ଉପାସନା ମହାନ୍ତି କାଷ୍ଟିଂ କାଉଚ ଅଭିଯୋଗ ଆଣି ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ବେଳେ ଆଜି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଉପାସନାଙ୍କ ଠାରୁ ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ୍ ଗତକାଲି ବିଧିବଦ୍ଧ ଭାବେ ମାମଲା ରୁଜୁ କରିଥିଲା। ରାଜେଶଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୬ (ହତ୍ୟା ଧମକ) ଓ ୫୦୯ (ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ) ଭଳି ଦଫା ଲାଗିଛି। […]

upasana

upasana

Rakesh Mallick
  • Published: Friday, 29 July 2016
  • Updated: 29 July 2016, 11:07 AM IST

Sports

Latest News

ଭୁବନେଶ୍ୱର: ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ବୁଧବାର ଅଭିନେତ୍ରୀ ଉପାସନା ମହାନ୍ତି କାଷ୍ଟିଂ କାଉଚ ଅଭିଯୋଗ ଆଣି ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ବେଳେ ଆଜି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଉପାସନାଙ୍କ ଠାରୁ ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ୍ ଗତକାଲି ବିଧିବଦ୍ଧ ଭାବେ ମାମଲା ରୁଜୁ କରିଥିଲା। ରାଜେଶଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୬ (ହତ୍ୟା ଧମକ) ଓ ୫୦୯ (ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ) ଭଳି ଦଫା ଲାଗିଛି।  ୧୬୧ ଧାରାରେ ଉପାସନାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଉପାସନା କାଷ୍ଟିଂ କାଉଚ ଅଭିଯୋଗ ଆଣିବା ପୂର୍ବରୁ ରାଜେଶ ତାଙ୍କ ବିରୁଦ୍ଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଉପାସନା ତାଙ୍କର ୨୧ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ବୋଲି ରାଜେଶ ଅଭିଯୋଗ କରିଥିଲେ।

୨୦୧୫ ସେପ୍ଟେମ୍ବର ୯ରେ ଉପାସନା ରାଜ୍ୟ ବାହାରର ପ୍ରଯୋଜକ ବବଲି କିରନ୍‌ଙ୍କ ସହ ଦ୍ୱି-ଭାଷୀ ଫିଲ୍ମ ‘ଗୁଡିଆ ରାଣି’ ନିର୍ମାଣ କରିବାକୁ ଚୁକ୍ତି କରିଥିଲେ। ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ପ୍ରଣୟ ଜେଠୀ ଏଥିରେ ମଧ୍ୟସ୍ଥତା କରିଥିଲେ। ନିର୍ଦ୍ଧାରିତ ସମୟରେ ଫିଲ୍ମ ତିଆରି ନ ହେବାରୁ ଉପାସନା ନେଇଥିବା ଅର୍ଥ ଫେରାଇ ଦେବାକୁ ରାଜେଶ କହିଥିଲେ। ଟଙ୍କା ଦେବା ବଦଳରେ ଉପାସନା ତାଙ୍କୁ କାଷ୍ଟିଂ କାଉଚ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିବା ରାଜେଶ ଅଭିଯୋଗ କରିଥିଲେ।

ଏବେ ଉପାସନା ତାଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିବା ପରେ ଘଟଣା ନୂଆ ମୋଡ଼ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story