କାଷ୍ଟିଂ କାଉଚ୍‌ ମାମଲା: ସୁବ୍ରତ ନାୟକଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ଅଭିନତ୍ରୀ ଶର୍ମିଷ୍ଠା ଆଣିଥିବା କାଷ୍ଠିଂ କାଉଚ ଅଭିଯୋଗ ମାମଲାରେ ପ୍ରଯୋଜକ ସୁବ୍ରତ ନାୟକ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇଛନ୍ତି। ୧୦,୦୦୦ ଟଙ୍କାର ଜଣେ ଜାମିନ୍‌ଦାରଙ୍କ ବଦଳରେ ସେ ଜାମିନରେ ଯାଇଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ ଅନୁରୂପ ଅପରାଧରେ ସାମିଲ ନହେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।