କାଷ୍ଟିଂ କାଉଚ୍‌ ମାମଲା: ସୁବ୍ରତ ନାୟକଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ଅଭିନତ୍ରୀ ଶର୍ମିଷ୍ଠା ଆଣିଥିବା କାଷ୍ଠିଂ କାଉଚ ଅଭିଯୋଗ ମାମଲାରେ ପ୍ରଯୋଜକ ସୁବ୍ରତ ନାୟକ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇଛନ୍ତି। ୧୦,୦୦୦ ଟଙ୍କାର ଜଣେ ଜାମିନ୍‌ଦାରଙ୍କ ବଦଳରେ ସେ ଜାମିନରେ ଯାଇଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ ଅନୁରୂପ ଅପରାଧରେ ସାମିଲ ନହେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

high

high

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 09:53 PM IST

Sports

Latest News

କଟକ: ଅଭିନତ୍ରୀ ଶର୍ମିଷ୍ଠା ଆଣିଥିବା କାଷ୍ଠିଂ କାଉଚ ଅଭିଯୋଗ ମାମଲାରେ ପ୍ରଯୋଜକ ସୁବ୍ରତ ନାୟକ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇଛନ୍ତି। ୧୦,୦୦୦ ଟଙ୍କାର ଜଣେ ଜାମିନ୍‌ଦାରଙ୍କ ବଦଳରେ ସେ ଜାମିନରେ ଯାଇଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ ଅନୁରୂପ ଅପରାଧରେ ସାମିଲ ନହେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos