ସିବିଆଇ ଓ ପୋଲିସ୍ ମୁହାଁମୁହିଁ: ଥାନାରୁ ଏଫ୍‌ଆଇଆର୍‌ କପି ଗ୍ରହଣ କଲା ସିବିଆଇ

କଟକ: ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର.ଦାସଙ୍କ ଘରେ ସିବିଆଇ ପଶିବା ଘଟଣାରେ କଟକ କ୍ୟାଣ୍ଟନମେଣ୍ଟ ଥାନାରୁ FIR କପି ଗ୍ରହଣ କରିଛି ସିବିଆଇ। ଗତକାଲି କଟକ କ୍ୟାଣ୍ଟନମେଣ୍ଟ ଥାନାରେ ସିବିଆଇ ନାଁରେ ମାମଲା ରୁଜୁ ହୋଇଥିଲା। ଦାୟିତ୍ୱରେ ଥିବା ହୋମଗାର୍ଡଙ୍କ ବୟାନ ଭିତ୍ତିରେ ମାମଲା ରୁଜୁ କରିଥିଲା କମିଶନରେଟ୍ ପୋଲିସ। ମାମଲା ଅନୁସାରେ ସିବିଆଇ ଅଧିକାରୀଙ୍କୁ ଆଜି ନୋଟିସ୍ ଜାରି କରା ଯାଇପାରେ ବୋଲି କମିଶନରେଟ୍ ପୋଲିସ ସୂତ୍ରରୁ ସୂଚନା ମିଳିଛି। ଗତ୧୯ ତାରିଖ ରାତି ପ୍ରାୟ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 12:40 PM IST

Sports

Latest News

କଟକ: ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର.ଦାସଙ୍କ ଘରେ ସିବିଆଇ ପଶିବା ଘଟଣାରେ କଟକ କ୍ୟାଣ୍ଟନମେଣ୍ଟ ଥାନାରୁ FIR କପି ଗ୍ରହଣ କରିଛି ସିବିଆଇ। ଗତକାଲି କଟକ କ୍ୟାଣ୍ଟନମେଣ୍ଟ ଥାନାରେ ସିବିଆଇ ନାଁରେ ମାମଲା ରୁଜୁ ହୋଇଥିଲା। ଦାୟିତ୍ୱରେ ଥିବା ହୋମଗାର୍ଡଙ୍କ ବୟାନ ଭିତ୍ତିରେ ମାମଲା ରୁଜୁ କରିଥିଲା କମିଶନରେଟ୍ ପୋଲିସ। ମାମଲା ଅନୁସାରେ ସିବିଆଇ ଅଧିକାରୀଙ୍କୁ ଆଜି ନୋଟିସ୍ ଜାରି କରା ଯାଇପାରେ ବୋଲି କମିଶନରେଟ୍ ପୋଲିସ ସୂତ୍ରରୁ ସୂଚନା ମିଳିଛି।

ଗତ୧୯ ତାରିଖ ରାତି ପ୍ରାୟ ସାଢେ ଗୋଟାଏ ବେଳେ ସିବିଆଇର ୬ରୁ ୭ ଜଣ ଅଧିକାରୀ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଥିବା ଜଷ୍ଟିସ ସି.ଆର.ଦାସଙ୍କ କ୍ୱାର୍ଟର୍ସକୁ ଯାଇଥିବା ଅଭିଯୋଗ ହୋଇଥିଲା। ସେମାନେ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ କିଛି ପଚରାଉଚରା କରିବା ସହ ବିଚାରପତି ଜଷ୍ଟିସ ଦାସଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ। ତେବେ ସୁରକ୍ଷାକର୍ମୀ ଏଥିପାଇଁ ଅନୁମତି ଦେଇନଥିଲେ।

ଏହି ଘଟଣାକୁ ନେଇ ସିବିଆଇ ଇନ୍ସପେକ୍ଟର ପି.କେ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ ଗତକାଲି କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ କରିଥିଲା। ଅପରପକ୍ଷରେ ଏକ ପ୍ରେସ୍‌ ବିବୃତିରେ ସିବିଆଇ ବିଚାରପତିଙ୍କ ଘରେ ଅନଧିକାର ପ୍ରବେଶ ଖବରକୁ ଖଣ୍ଡନ କରିଥିଲା। ଏକ ପ୍ରାଇଭେଟ ମେଡିକାଲ କଲେଜ ସମ୍ପର୍କିତ ମାମଲାରେ ଏକ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଖବର ପାଇ ସିବିଆଇ ତଦନ୍ତ କରୁଥିଲା। ତଦନ୍ତ ସମୟରେ ସିବିଆଇ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଏହି ସମୟରେ ସିବିଆଇ  ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଘରେ ପହଞ୍ଚିଥିଲା ତେବେ ସେଠାରେ ସେ ଆଉ ରହୁନଥିବା ଜାଣିବା ପରେ ସିବିଆଇ ଅଧିକାରୀମାନେ ସେହି ସ୍ଥାନ ଛାଡିଦେଇଥିଲେ ଏବଂ ସ୍ଥାନୀୟ ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟରତ ବିଚାରପତିଙ୍କ  ଘରେ ଅନଧିକାର ପ୍ରବେଶ କିମ୍ବା ସର୍ଚ୍ଚ ପାଇଁ ଉଦ୍ୟମ ଅଭିଯୋଗକୁ ସିବିଆଇ ପକ୍ଷରୁ ଖଣ୍ଡନ କରଯାଇଥିଲା।  ସିବିଆଇ ଓ ଓଡ଼ିଶା ପୋଲିସ ମଧ୍ୟରେ ଚାଲିଥିବା ଏ ମୁହାଁମୁହିଁ ପରିସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story