ସିସୋର ଚିଟ୍‌ଫଣ୍ଡ୍‌ ଲିଙ୍କ୍‌: ପ୍ରଭାତଙ୍କ ରିମାଣ୍ଡର ଚତୁର୍ଥ ଦିନ, ତଥ୍ୟ କାଢ଼ୁଛି ସିବିଆଇ

ଭୁବନେଶ୍ୱର: ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ। ତୃତୀୟ ଦିନରେ ପଚରାଉଚରା ବେଳେ ସିବିଆଇ ହାତରେ କିଛି ତଥ୍ୟ ଲାଗିଥିବା ସୂଚନା ମିଳିଛି। କେଉଁ ଉଦ୍ଦେଶ୍ୟରେ ରାଜଲକ୍ଷ୍ମୀ ଜେନା ନାମକ ଜଣେ ମହିଳାଙ୍କୁ ସେ ୯ ଲକ୍ଷ ଟଙ୍କା ଦେଇଥିଲେ ସେ ସମ୍ପର୍କରେ ଗତକାଲି ପ୍ରଭାତଙ୍କୁ ସିବିଆଇ ଅଧିକାରୀ ପଚରାଉଚରା କରିଥିଲେ। କଟକ ଓ ଚୌଦ୍ୱାର ଅଞ୍ଚଳରେ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର ପାଇଁ ସିସୋରଠାରୁ ସେ କେତେ […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 08:28 AM IST

Sports

Latest News

ଭୁବନେଶ୍ୱର: ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ। ତୃତୀୟ ଦିନରେ ପଚରାଉଚରା ବେଳେ ସିବିଆଇ ହାତରେ କିଛି ତଥ୍ୟ ଲାଗିଥିବା ସୂଚନା ମିଳିଛି। କେଉଁ ଉଦ୍ଦେଶ୍ୟରେ ରାଜଲକ୍ଷ୍ମୀ ଜେନା ନାମକ ଜଣେ ମହିଳାଙ୍କୁ ସେ ୯ ଲକ୍ଷ ଟଙ୍କା ଦେଇଥିଲେ ସେ ସମ୍ପର୍କରେ ଗତକାଲି ପ୍ରଭାତଙ୍କୁ ସିବିଆଇ ଅଧିକାରୀ ପଚରାଉଚରା କରିଥିଲେ। କଟକ ଓ ଚୌଦ୍ୱାର ଅଞ୍ଚଳରେ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର ପାଇଁ ସିସୋରଠାରୁ ସେ କେତେ ଟଙ୍କା ପାଇଛନ୍ତି ସେ ସମ୍ପର୍କରେ ମଧ୍ୟ ସିବିଆଇ ଜେରା କରିଛି। ଉଭୟ ପତିପତ୍ନୀଙ୍କ ନାଁରେ ଥିବା ଆକାଉଣ୍ଟ ସମ୍ପର୍କରେ ମଧ୍ୟ ପଚରାଉଚରା କରାଯାଇଛି। ଏଭଳି ଆର୍ଥିକ କାରବାର ପଛରେ ଆଉ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି ନା ନାହିଁ ଏତେ ବଡ଼ ଅପରାଧିକ ଷଡଯନ୍ତ୍ର ପଛରେ ଆଉ କିଏ ଅଛନ୍ତି ସେ ନେଇ ସିବିଆଇ ପ୍ରଭାତଙ୍କଠାରୁ ତଥ୍ୟ ଉଗାରୁଛି।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ସିସୋର ଚିଟଫଣ୍ଡ ଲିଙ୍କ୍‌ ମାମଲାର ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story