ଘନେଇଲା ରେଜଲ୍ଟ ବିବାଦ:ରାତି ଅଧରେ ୧୮ ଛାତ୍ରଛାତ୍ରୀଙ୍କୁ କଣ ମେଲ୍‌ କଲା ସିବିଏସ୍‌ଇ?

ଭୁବନେଶ୍ୱର: ଦିନକୁ ଦିନ ଘନେଇବାରେ ଲାଗିଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିବାଦ।  ହାଇକୋର୍ଟରେ ଆବେଦନ କରିଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଗତକାଲି ବିଳମ୍ବିତ ରାତିରେ ସିବିଏସ୍‌ଇରୁ ମେଲ୍ ଆସିଛି। ପୁନଃମୂଲ୍ୟାୟନରେ କିଛି ଛାତ୍ରଛାତ୍ରୀଙ୍କ ନମ୍ବର କମିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀଙ୍କ ନମ୍ବର ସାମନ୍ୟ ବଢ଼ିଛି।  ଆଉ କେତେକଙ୍କର ମାର୍କ ସମାନ ରହିଛି।  ମେଲ୍‌ରୁ ଏନେଇ ଜାଣିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ଅସନ୍ତୋଷ ଦେଖାଦେଇଛି। ସଂଶୋଧିତ ନମ୍ବରକୁ ନେଇ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି […]

cbse

cbse

Rakesh Mallick
  • Published: Monday, 12 June 2017
  • Updated: 12 June 2017, 09:12 PM IST

Sports

Latest News

ଭୁବନେଶ୍ୱର: ଦିନକୁ ଦିନ ଘନେଇବାରେ ଲାଗିଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିବାଦ।  ହାଇକୋର୍ଟରେ ଆବେଦନ କରିଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଗତକାଲି ବିଳମ୍ବିତ ରାତିରେ ସିବିଏସ୍‌ଇରୁ ମେଲ୍ ଆସିଛି। ପୁନଃମୂଲ୍ୟାୟନରେ କିଛି ଛାତ୍ରଛାତ୍ରୀଙ୍କ ନମ୍ବର କମିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀଙ୍କ ନମ୍ବର ସାମନ୍ୟ ବଢ଼ିଛି।  ଆଉ କେତେକଙ୍କର ମାର୍କ ସମାନ ରହିଛି।  ମେଲ୍‌ରୁ ଏନେଇ ଜାଣିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ଅସନ୍ତୋଷ ଦେଖାଦେଇଛି।

ସଂଶୋଧିତ ନମ୍ବରକୁ ନେଇ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ।  ପୁନଃ ମୂଲ୍ୟାୟନ ପରେ ବି ତ୍ରୁଟି ରହିଯାଇଥିବା ଅଭିଯୋଗ କରିଛନ୍ତି।  ଛାତ୍ରଛାତ୍ରୀଙ୍କ ଆବେଦନ ପରେ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ସିବିଏସ୍‌ଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ଏପଟେ ରେଜଲ୍ଟକୁ ନେଇ ସିବିଏସ୍‌ଇ କାର୍ଯ୍ୟାଳୟ ଆଗରେ ଅଭିଭାବକ ସଂଘ ଚଳାଇଥିବା ଆନ୍ଦୋଳନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story