ସିବିଏସ୍ଇ ରେଜଲ୍ଟ ବିଭ୍ରାଟ: ଆଉ ୧୫୯ ପିଲାଙ୍କ ଖାତା ପୁନଃ ମୂଲ୍ୟାୟନ ହେବ

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟ ମାମଲାରେ ଆଉ ୧୫୯ ପିଲାଙ୍କ ଖାତା ପୁନଃ ମୂଲ୍ୟାୟନ ହେବ। ଏସଂକ୍ରାନ୍ତ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ରଛାତ୍ରୀ ୧୯ ତାରିଖ ସୁଦ୍ଧା ସିବିଏସ୍ଇରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବେ। ୩୦ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ। ସେପଟେ ଏହି ଘଟଣାରେ […]

highcourt

highcourt

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 09:27 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟ ମାମଲାରେ ଆଉ ୧୫୯ ପିଲାଙ୍କ ଖାତା ପୁନଃ ମୂଲ୍ୟାୟନ ହେବ। ଏସଂକ୍ରାନ୍ତ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ରଛାତ୍ରୀ ୧୯ ତାରିଖ ସୁଦ୍ଧା ସିବିଏସ୍ଇରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବେ। ୩୦ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

ସେପଟେ ଏହି ଘଟଣାରେ ସିବିଏସ୍ଇ ପକ୍ଷରୁ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି। ପୁନଃ ମୂଲ୍ୟାୟନ ନୁହେଁ, ପୁନଃ ଯାଞ୍ଚ କରାଯିବା ଦାବି ନେଇ ସିବିଏସ୍ଇ ଏହି ରିଭ୍ୟୁ ପିଟିସନ୍ ଦାଖଲ କରିଛି।

ଅନ୍ୟପକ୍ଷରେ ରେଜଲ୍ଟ ବିଭ୍ରାଟ ଏବଂ ସିବିଏସ୍ଇର ବ୍ୟବସ୍ଥାଗତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅଭିଭାବକ ମହାସଂଘ ଆସନ୍ତା ୧୭ ତାରିଖରେ ରାଜ୍ୟସ୍ତରୀୟ ସମ୍ମିଳନୀ କରିବାକୁ ଘୋଷଣା କରିଛି। ଏହି ସମ୍ମିଳନୀରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନଙ୍କୁ ସାମିଲ କରାଯିବ। ସେପର୍ଯ୍ୟନ୍ତ ଅଭିଭାବକ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଥିଥିବା ଅଧ୍ୟକ୍ଷ ସୁଦର୍ଶନ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story