୩୦ଟି ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କ୍ୟାବିନେଟ ଅତିରିକ୍ତ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରକଳ୍ପ ଆଗରେ କେଉଁଠି ସମସ୍ୟା ରହିଛି ଓ ଏହାକୁ କିପରି ଦୂର କରାଯାଇପାରିବ ସେ ନେଇ କେନ୍ଦ୍ର କ୍ୟାବିନେଟ୍ ଅତିରିକ୍ତ ସଚିବ ଅରୁଣ ଗୋୟଲ୍ ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ସମୁଦାୟ  ୩୦ଟି ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଛି। ଏଥିରେ ବିଦ୍ୟୁତ, ଇସ୍ପାତ, କୋଇଲା ଖଣି, ରେଳ ପ୍ରକଳ୍ପ ଓ ଜାତୀୟ ରାଜପଥ ସମ୍ପର୍କିତ ପ୍ରକଳ୍ପ ରହିଛି।

arun goal

arun goal

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 05:47 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରକଳ୍ପ ଆଗରେ କେଉଁଠି ସମସ୍ୟା ରହିଛି ଓ ଏହାକୁ କିପରି ଦୂର କରାଯାଇପାରିବ ସେ ନେଇ କେନ୍ଦ୍ର କ୍ୟାବିନେଟ୍ ଅତିରିକ୍ତ ସଚିବ ଅରୁଣ ଗୋୟଲ୍ ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ସମୁଦାୟ  ୩୦ଟି ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଛି। ଏଥିରେ ବିଦ୍ୟୁତ, ଇସ୍ପାତ, କୋଇଲା ଖଣି, ରେଳ ପ୍ରକଳ୍ପ ଓ ଜାତୀୟ ରାଜପଥ ସମ୍ପର୍କିତ ପ୍ରକଳ୍ପ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos