ଆଜି ବରଗଡ଼ ଗସ୍ତରେ ଯିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ। କଳାପାଣି ଗାଁରେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରକୁ ସେ ଯିବାର କାର୍ଯ୍ୟକ୍ରମ ରହିଛି। ଗତକାଲି କୃଷିମନ୍ତ୍ରୀ ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ମରୁଡ଼ି ସ୍ଥିତି ସହ ଚକଡ଼ା ପୋକ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଏବଂ ଚାଷୀର ଅବସ୍ଥା ନେଇ […]

14947870_122388gajendra-1-768x525

14947870_122388gajendra-1-768x525

Rakesh Mallick
  • Published: Monday, 13 November 2017
  • Updated: 13 November 2017, 08:31 AM IST

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ। କଳାପାଣି ଗାଁରେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରକୁ ସେ ଯିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି କୃଷିମନ୍ତ୍ରୀ ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ମରୁଡ଼ି ସ୍ଥିତି ସହ ଚକଡ଼ା ପୋକ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଏବଂ ଚାଷୀର ଅବସ୍ଥା ନେଇ ସେ ଉଦବେଗ ପ୍ରକାଶ କରିଥିଲେ।

ପଡୋଶୀ ରାଜ୍ୟ ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରିଛନ୍ତି। ଓଡ଼ିଶା ସରକାର ବି ଚାଷୀଙ୍କ କୃଷି ଋଣ ଛାଡ଼  କରିବା କଥା ବୋଲି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story