କେନ୍ଦ୍ରର ଗାଇଡ୍ ଲାଇନ୍ ମିଳିବା ପରେ କାର୍ଯ୍ୟକାରୀ ହେବ ଡିଏମଏଫ୍: ରାଜ୍ୟ ଖଣିମନ୍ତ୍ରୀ

ଭୁବନେଶ୍ୱର: ଖଣି ଅଞ୍ଚଳର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ ଓ ଜନକଲ୍ୟାଣ ଯୋଜନାକୁ ତ୍ୱରାନିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା। ଖଣି ଅଞ୍ଚଳରେ ପରିବେଶ ପ୍ରଦୂଷଣ ରୋକିବା, ଲୋକଙ୍କ ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା, ଖଣି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଦୀର୍ଘମିଆଦି ଭିତ୍ତିରେ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଶୁଦ୍ଧ ପିଇବା […]

prafullamallick

prafullamallick

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 03:28 PM IST

Sports

Latest News

prafullamallickଭୁବନେଶ୍ୱର: ଖଣି ଅଞ୍ଚଳର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ ଓ ଜନକଲ୍ୟାଣ ଯୋଜନାକୁ ତ୍ୱରାନିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା। ଖଣି ଅଞ୍ଚଳରେ ପରିବେଶ ପ୍ରଦୂଷଣ ରୋକିବା, ଲୋକଙ୍କ ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା, ଖଣି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଦୀର୍ଘମିଆଦି ଭିତ୍ତିରେ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଶୁଦ୍ଧ ପିଇବା ପାଣି, ସ୍ୱାସ୍ଥ୍ୟସେବା, ପରିମଳ, ଶିକ୍ଷା, ଦକ୍ଷତା ବୃଦ୍ଧି, ମହିଳା ଓ ଶିଶୁଙ୍କ ଯତ୍ନ ଏବଂ ବୃଦ୍ଧ ଓ ଭିନ୍ନକ୍ଷମଙ୍କ କଲ୍ୟାଣ ଲାଗି ଯୋଜନାର ୬୦ ପ୍ରତିଶତ ଅର୍ଥ ବ୍ୟୟ କରାଯିବ। ରାସ୍ତା ଓ ପୋଲ ନିର୍ମାଣ, ରେଳ ସଂଯୋଗ, ଜଳସେଚନ ଓ ବିକଳ୍ପ ଶକ୍ତି ଉତ୍ସର ବିକାଶ ଲାଗି ଅବଶିଷ୍ଟ ଅର୍ଥ ଖର୍ଚ୍ଚ ହେବ। ଯୋଜନା ସଂପର୍କରେ କେନ୍ଦ୍ରର ଗାଇଡ୍ ଲାଇନ୍ ମିଳିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେବ ନେବେ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ଖଣି ଦ୍ୱାରା ପ୍ରଭାବିତ ହେଉଥିବା ଦେଶର ସମସ୍ତ ଜିଲ୍ଲାରେ ଡିଏମ୍ଏଫ୍ ଗଠନ ଲାଗି ନୂଆ ଏମ୍ଏମଡିଆର୍ ଆକ୍ଟରେ ବାଧ୍ୟତାମୂଳକ କରାଯାଇଛି। ୨୦୧୫ ଜାନୁଆରୀ ୧୨ ଅର୍ଥାତ୍ ନୂଆ ଏମ୍ଏମଡିଆର୍ ଆକ୍ଟ କାର୍ଯ୍ୟକାରୀ ହେବା ପୂର୍ବରୁ ଖଣି ନିଲାମୀ ହୋଇଥିଲେ, ଲିଜଧାରୀ ଯେତେ ରୟାଲଟି ଦେଉଥିବେ ତା’ର ୩୦ ପ୍ରତିଶତ ଅର୍ଥ ଡିଏମଏଫକୁ ଦେବେ। ଯଦି ଏହି ତାରିଖ ପରେ ଖଣି ନିଲାମୀ ହୋଇଥିବ, ତେବେ ରୟାଲଟିର ୧୦ ପ୍ରତିଶତ ଡିଏମ୍ଏଫକୁ ଦେବାକୁ ପଡିବ। ଏହି ଅର୍ଥକୁ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story