ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରସଙ୍ଗ: ଆଇଜିଏଚ୍‌ରେ ୭ ଜଣିଆ କେନ୍ଦ୍ରୀୟ ଟିମ୍

ରାଉରକେଲା: ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଆଜି ପହଞ୍ଚିଛନ୍ତି ଏକ ସାତ ଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଡାକ୍ତରଖାନାର ଭିତ୍ତିଭୂମି ସମୀକ୍ଷା କରୁଛି। ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯିବାକୁ ଥିବାରୁ ଏହି ୭ ଜଣିଆ ଟିମ୍ ଏହାର ଭିତ୍ତିଭୂମି ସମୀକ୍ଷା କରିବାକୁ ଆସିଛି। ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।  ଏପରିକି ଆଇଜିଏଚ୍‌କୁ ମେଡିକାଲ କଲେଜ କରିବା ପାଇଁ ବି ଘୋଷଣା ହୋଇଥିଲା।  ତେବେ କାମରେ […]

rkl

rkl

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 09:58 PM IST

Sports

Latest News

ରାଉରକେଲା: ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଆଜି ପହଞ୍ଚିଛନ୍ତି ଏକ ସାତ ଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଡାକ୍ତରଖାନାର ଭିତ୍ତିଭୂମି ସମୀକ୍ଷା କରୁଛି। ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯିବାକୁ ଥିବାରୁ ଏହି ୭ ଜଣିଆ ଟିମ୍ ଏହାର ଭିତ୍ତିଭୂମି ସମୀକ୍ଷା କରିବାକୁ ଆସିଛି।

ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।  ଏପରିକି ଆଇଜିଏଚ୍‌କୁ ମେଡିକାଲ କଲେଜ କରିବା ପାଇଁ ବି ଘୋଷଣା ହୋଇଥିଲା।  ତେବେ କାମରେ ବିଳମ୍ବ ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ବିଧାୟକ ଦିଲୀପ ରାୟ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story