ଓଡ଼ିଶାକୁ ଗୌରବାନ୍ୱିତ କଲେ ଚନ୍ଦ୍ରକାନ୍ତ

ଭୁବନେଶ୍ୱର: ଇଣ୍ଡିଆନ ମିଲିଟାରୀ ଏକାଡେମୀର ଶ୍ରେଷ୍ଠ କ୍ୟାଡେଟ୍ ହୋଇଛନ୍ତି ଓଡ଼ିଆ ଯୁବକ ଚନ୍ଦ୍ରକାନ୍ତ ଆଚାର୍ଯ୍ୟ। ଗତକାଲି ଡେରାଡୁନ୍‌ ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍ ଉତ୍ସବରେ ଚନ୍ଦ୍ରକାନ୍ତ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ବିବେଚିତ ହେବା ସହ ସମ୍ମାନଜନକ ସୋର୍ଡ ଅଫ୍ ହନର୍ ପାଇଛନ୍ତି।  ଏଥିସହିତ ମେରିଟ୍‌ରେ ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣପଦକ ମଧ୍ୟ ପାଇଛନ୍ତି। ଚନ୍ଦ୍ରକାନ୍ତ ଡେରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପଢ଼ିଥିଲେ।  ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଆଇଏମଏରେ ଯୋଗ ଦେଇଥିଲେ। […]

IMAimage1

IMAimage1

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 01:16 PM IST

Sports

Latest News

ଭୁବନେଶ୍ୱର: ଇଣ୍ଡିଆନ ମିଲିଟାରୀ ଏକାଡେମୀର ଶ୍ରେଷ୍ଠ କ୍ୟାଡେଟ୍ ହୋଇଛନ୍ତି ଓଡ଼ିଆ ଯୁବକ ଚନ୍ଦ୍ରକାନ୍ତ ଆଚାର୍ଯ୍ୟ। ଗତକାଲି ଡେରାଡୁନ୍‌ ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍ ଉତ୍ସବରେ ଚନ୍ଦ୍ରକାନ୍ତ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ବିବେଚିତ ହେବା ସହ ସମ୍ମାନଜନକ ସୋର୍ଡ ଅଫ୍ ହନର୍ ପାଇଛନ୍ତି।  ଏଥିସହିତ ମେରିଟ୍‌ରେ ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣପଦକ ମଧ୍ୟ ପାଇଛନ୍ତି। ଚନ୍ଦ୍ରକାନ୍ତ ଡେରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପଢ଼ିଥିଲେ।  ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଆଇଏମଏରେ ଯୋଗ ଦେଇଥିଲେ।

କଟକର ବାସିନ୍ଦା ଚନ୍ଦ୍ରକାନ୍ତଙ୍କ ବାପା ଅଜୟ କୁମାର ଆଚାର୍ଯ୍ୟ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଥିବା ବେଳେ ତାଙ୍କ ମାଆ ଗୃହିଣୀ।  ତାଙ୍କ ଭାଇ ସୂର୍ଯ୍ୟକାନ୍ତ କର୍ଣ୍ଣାଟକରେ କେମିକାଲ ଇଞ୍ଜିନିୟର ଭାବେ କାମ କରୁଛନ୍ତି।

ଗତକାଲି ହୋଇଥିବା  ପାସିଂ ଆଉଟ୍ ଉତ୍ସବରେ ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ଅବୁ ବେଲାଲ୍ ମହମ୍ମଦ ଶଫିକ୍ ହକ୍ ଯୋଗ ଦେଇ ଶ୍ରେଷ୍ଠ କ୍ୟାଡେଟଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।  ପାସିଂ ଆଉଟ୍‌ରେ ୭୮ ଜଣ ବିଦେଶୀଙ୍କ ସହ ୪୮୭ ଜଣ ଜେଣ୍ଟେଲମ୍ୟାନ କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ଲଗାତର ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଆ ଯୁବକ ଆଇଏମଏରେ ସମ୍ମାନଜନକ ସୋର୍ଡ ଅଫ୍ ହନର୍ ହାସଲ କରିଛନ୍ତି। ଗତବର୍ଷ ପ୍ରତ୍ୟୁଷ କୁମାର ମହାନ୍ତିଙ୍କୁ ଏହି ସମ୍ମାନ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story