ଆସନ୍ତାକାଲି ଚନ୍ଦ୍ରଭାଗା ବୁଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡି

କୋଣାର୍କ: ଆସନ୍ତାକାଲି ମାଘ ସପ୍ତମୀ। ଏହାସହ ପବିତ୍ର ଚନ୍ଦ୍ରଭାଗା ବୁଡ଼। ଚଳିତବଷରଷ ଦୁର୍ଲଭ କୁମ୍ଭାଦିତ୍ୟ ଯୋଗ ପଡିଛି। ଅର୍କ କ୍ଷେତ୍ରରେ ସ୍ନାନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୁଡ଼କୁ ଶୃଙ୍ଖଳିତ କରିବା ପାଇଁ ପବିତ୍ର ପୁଷ୍କରଣୀ ଖନନ କାର୍ଯ୍ୟ ଶେଷ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଚାରିପାଖ ଓ ପାର୍କିଂ ସ୍ଥାନରେ ବାରିକେଡ କରାଯାଇଛି। […]

konark

konark

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 04:53 AM IST

Sports

Latest News

କୋଣାର୍କ: ଆସନ୍ତାକାଲି ମାଘ ସପ୍ତମୀ। ଏହାସହ ପବିତ୍ର ଚନ୍ଦ୍ରଭାଗା ବୁଡ଼। ଚଳିତବଷରଷ ଦୁର୍ଲଭ କୁମ୍ଭାଦିତ୍ୟ ଯୋଗ ପଡିଛି। ଅର୍କ କ୍ଷେତ୍ରରେ ସ୍ନାନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବୁଡ଼କୁ ଶୃଙ୍ଖଳିତ କରିବା ପାଇଁ ପବିତ୍ର ପୁଷ୍କରଣୀ ଖନନ କାର୍ଯ୍ୟ ଶେଷ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଚାରିପାଖ ଓ ପାର୍କିଂ ସ୍ଥାନରେ ବାରିକେଡ କରାଯାଇଛି। ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ସେହିପରି ଚନ୍ଦ୍ରଭାଗା ମେଳା ପଡିଆରେ ପାନୀୟଜଳ ଯୋଗାଣ, ଆଲୋକୀକରଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ପାଇଖାନା ନିର୍ମାଣ, ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସରବରହା ପରି ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story