ସେକ୍ସ ଦଲାଲ୍‌ ସୁନୀଲ ମେହେର ବିରୋଧରେ ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର: ସେକ୍ସ ରାକେଟ୍ କିଙ୍ଗପିନ୍ ସୁନୀଲ ମେହେର ବିରୋଧରେ ଆଜି ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ୍ ପୋଲିସ୍। ଏଥିରେ ସୁନୀଲର କଳାକାରନାମାର ସମ୍ପୂର୍ଣ୍ଣ ଚିଠା ରହିଛି। ରୁଷୀୟ ଯୁବତୀଙ୍କୁ ଦେହବ୍ୟବସାୟ ପାଇଁ ଭୁବନେଶ୍ୱର ଆଣିବା ପରେ ଚର୍ଚ୍ଚାକୁ ଆସିଥିଲା ସୁନୀଲ। ଦେହ ଦଲାଲି ଅଭିଯୋଗରେ ସୁନୀଲ ନାଁରେ ଏକାଧିକ ମାମଲା ଥିବା ବେଳେ ତାକୁ ଗତ ଏପ୍ରିଲ୍‌ରେ କୋଲକାତାରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍‌ର କ୍ୱିକ୍ ଆକ୍ସନ ଟିମ୍। ଗିରଫ ପରେ କମିଶନରେଟ୍ ପୋଲିସ୍ […]

Sunil Meher 1

Sunil Meher 1

Rakesh Mallick
  • Published: Friday, 12 August 2016
  • Updated: 12 August 2016, 10:31 PM IST

Sports

Latest News

ଭୁବନେଶ୍ୱର: ସେକ୍ସ ରାକେଟ୍ କିଙ୍ଗପିନ୍ ସୁନୀଲ ମେହେର ବିରୋଧରେ ଆଜି ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ୍ ପୋଲିସ୍। ଏଥିରେ ସୁନୀଲର କଳାକାରନାମାର ସମ୍ପୂର୍ଣ୍ଣ ଚିଠା ରହିଛି। ରୁଷୀୟ ଯୁବତୀଙ୍କୁ ଦେହବ୍ୟବସାୟ ପାଇଁ ଭୁବନେଶ୍ୱର ଆଣିବା ପରେ ଚର୍ଚ୍ଚାକୁ ଆସିଥିଲା ସୁନୀଲ।

ଦେହ ଦଲାଲି ଅଭିଯୋଗରେ ସୁନୀଲ ନାଁରେ ଏକାଧିକ ମାମଲା ଥିବା ବେଳେ ତାକୁ ଗତ ଏପ୍ରିଲ୍‌ରେ କୋଲକାତାରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍‌ର କ୍ୱିକ୍ ଆକ୍ସନ ଟିମ୍। ଗିରଫ ପରେ କମିଶନରେଟ୍ ପୋଲିସ୍ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।

ସୁନୀଲ ନାଁରେ ୯ଟି ମାମଲା ରହିଥିବା ବେଳେ ସେଥିରୁ ୩ଟିରେ ସେ ମୋଷ୍ଟ୍‌ ୱାଣ୍ଟେଡ୍ ଥିଲା। ରାଜ୍ୟ ଓ ରାଜ୍ୟ ବାହାରେ କୋଲକାତା, ସୁରତ, ବେଙ୍ଗାଲୁରୁ ଓ ସିଲିଗୁଡ଼ି ଏବଂ ବିଦେଶରେ ବି ସେକ୍ସ ରାକେଟ୍ ଚଳାଉଥିବା ନେଇ ସୁନୀଲ ନାଁରେ ବହୁ ଅଭିଯୋଗ ରହିଥିଲା।

ପୋଲିସ୍‌ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି, “୧୫ ବର୍ଷ ଧରି ସୁନୀଲ ସେକ୍ସ ରାକେଟ୍‌ ଚଳାଉଥିଲା। ଏଥିରେ ୫୦୦୦ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କାର ଯୁବତୀ ରହିଥିଲେ। ସେ ମାସକୁ ୫୦ ଲକ୍ଷରୁ ଅଧିକ ଟଙ୍କା କାରବାର କରୁଥିଲା। ଅନଲାଇନ୍‌, ଫୋନ୍‌ ଓ ଏସ୍‌କର୍ଟ ସର୍ଭିସ୍‌ ମାଧ୍ୟମରେ ଯୁବତୀ ଯୋଗାଉଥିଲା ସୁନୀଲ। ତା ଟାର୍ଗେଟରେ ରହୁଥିଲେ କଲେଜ ଛାତ୍ରୀ। କୋଲକାତା, ମୁମ୍ୱାଇ ଏଜେଣ୍ଟଙ୍କ ମାଧ୍ୟମରେ ସେ ରୁଷୀୟ ଓ ଅନ୍ୟାନ୍ୟ ଦେଶରୁ ଯୁବତୀ ଆଣୁଥିଲା। ଏହାଛଡ଼ା ହାଇପେଡ୍‌ କଲଗାର୍ଲଙ୍କ ମଧ୍ୟରେ ରହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ଓ ନାମିଦାମୀ ମଡେଲ”।

ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, “ସୁନୀଲ ନାମରେ ବିଭିନ୍ନ ଥାନାରେ ବିଭିନ୍ନ ମାମଲା ରହିଛି। ପ୍ରାୟ ସବୁ ମାମଲାର ତଦନ୍ତ ସରିବା ଉପରେ ରହିଛି। ଏବେ ଗୋଟଗୋଟେ କରି ଚାର୍ଜସିଟ୍ ଦାଖଲ କରାଯାଉଛି। ୧୦ରୁ ୧୫ ଦିନ ମଧ୍ୟରେ ସବୁ ମାମଲାର ଚାର୍ଜସିଟ୍ ଦାଖଲ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story