ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି

ନୟାଗଡ(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି । ଏଭଳି ଅଭିଯୋଗ ଆସିଛି ନୟାଗଡ ଜ଼ିଲ୍ଲା ଶରଣକୂଳ ଥାନା ଶିଖରପୁରର ଏକ ପେଟ୍ରୋଲ ପମ୍ପରୁ । ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପରେ ଗାଡି ଷ୍ଟାର୍ଟ ହେଲାନାହିଁ । ପରେ ବ୍ୟକ୍ତି ଜଣକ ଟାଙ୍କି ଖୋଲି ଦେଖିଥିଲେ। ସେଥିରେ ପେଟ୍ରୋଲ ଯେତିକି  ପାଣି ମଧ୍ୟ ସେତିକି ଦେଖିବାକୁ ପାଇଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି […]

petrol-1

petrol-1

Tapaswini Nayak
  • Published: Saturday, 03 October 2020
  • Updated: 03 October 2020, 10:47 AM IST

Sports

Latest News

ନୟାଗଡ(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି । ଏଭଳି ଅଭିଯୋଗ ଆସିଛି ନୟାଗଡ ଜ଼ିଲ୍ଲା ଶରଣକୂଳ ଥାନା ଶିଖରପୁରର ଏକ ପେଟ୍ରୋଲ ପମ୍ପରୁ ।

ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପରେ ଗାଡି ଷ୍ଟାର୍ଟ ହେଲାନାହିଁ । ପରେ ବ୍ୟକ୍ତି ଜଣକ ଟାଙ୍କି ଖୋଲି ଦେଖିଥିଲେ। ସେଥିରେ ପେଟ୍ରୋଲ ଯେତିକି  ପାଣି ମଧ୍ୟ ସେତିକି ଦେଖିବାକୁ ପାଇଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ଶରଣକୂଳ ପୁଲିସ ପହଞ୍ଚି ପେଟ୍ରୋଲ ପମ୍ପକୁ ବନ୍ଦ କରିଦେଇଥିଲା।

ନୟାଗଡ ଯୋଗାଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ପେଟ୍ରୋଲ ପମ୍ପଟିକୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି । ତେବେ ଏନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁl

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story