ଆଜି ଛତର ଯାତ୍ରା; ଭବାନୀପାଟଣାରେ ୧୪୪ ଧାରା

ଭବାନୀପାଟଣା(ରାଜ କୁମାର ସିଂ ଦେଓ): କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କର ଆଜି ଛତର ଯାତ୍ରା। ପ୍ରତି ବର୍ଷ ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୁଅନ୍ତି।  କିନ୍ତୁ ଏଥର କରୋନା ପାଇଁ ବିନା ଭକ୍ତରେ ଛତର ଯାତ୍ରା ପାଳନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଗତକାଲି ରାତି ୮ଟାରୁ ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ଜାରି କରାଯାଇଛି ୧୪୪ ଧାରା।  ଏହା ସହିତ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି।  […]

CHATRA_JATRA

CHATRA_JATRA

Tapaswini Nayak
  • Published: Wednesday, 13 October 2021
  • Updated: 13 October 2021, 08:46 AM IST

ଭବାନୀପାଟଣା(ରାଜ କୁମାର ସିଂ ଦେଓ): କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କର ଆଜି ଛତର ଯାତ୍ରା। ପ୍ରତି ବର୍ଷ ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୁଅନ୍ତି।  କିନ୍ତୁ ଏଥର କରୋନା ପାଇଁ ବିନା ଭକ୍ତରେ ଛତର ଯାତ୍ରା ପାଳନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ଗତକାଲି ରାତି ୮ଟାରୁ ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ଜାରି କରାଯାଇଛି ୧୪୪ ଧାରା।  ଏହା ସହିତ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି।  ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ ଫୋର୍ସ।

ରାଜ ଉଆସରେ ଥିବା ମାଣିକେଶ୍ୱରୀ ପୀଠରେ ମଧ୍ୟରାତ୍ରିରେ ହୋଇଛି ମାଆଙ୍କ ପୂଜା ଓ ତାଙ୍କ ଛତରକୁ ଜେନା ଖାଲକୁ ନିଆଯାଇଛି।  ସେଠାରେ ମଧ୍ୟ ଗୁପ୍ତ ପୂଜା ହୋଇଛି।  ଆଜି ମାଆଙ୍କ ବିଜୟ ପ୍ରତିମା ଛତର୍ ଜେନାଖାଲରୁ ମନ୍ଦିରକୁ ଆସିବ। ଏହି  ଶୋଭାଯାତ୍ରାରେ ସାଧାରଣ ଭକ୍ତ ସାମିଲ ହେବେ ନାହିଁ।  ଛତର୍ ଯାତ୍ରା ସମୟରେ ଭକ୍ତମାନେ ବଳି ମଧ୍ୟ ଦେଇଥାନ୍ତି। ତେବେ ଏହାକୁ ବନ୍ଦ କରିବାକୁ  ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story