ବିଜେଡି ଟିମ୍‌କୁ ଛତିଶଗଡ଼ ଜନତା କଂଗ୍ରେସର ବିରୋଧ, ୪୦ କର୍ମୀ ଅଟକ

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଛତିଶଗଡ଼ ଯାଇଥିବା ବିଜେଡିର ୧୨ ଜଣିଆ କମିଟିକୁ ବିରୋଧ କରି ପୂର୍ବତନ କଂଗ୍ରେସ ନେତା ଅଜିତ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଳାସପୁରରେ ବିଜେଡି ଟିମ୍‌ ରହୁଥିବା ହୋଟେଲ୍ ସମ୍ମୁଖରେ ଛତିଶଗଡ଼ ଜନତା କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ୍ ପ୍ରାୟ ୪୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ଏକ ରାଜନୈତିକ ଦଳର ଟିମ୍‌ ସହିତ […]

protest

protest

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 09:57 AM IST

Sports

Latest News

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଛତିଶଗଡ଼ ଯାଇଥିବା ବିଜେଡିର ୧୨ ଜଣିଆ କମିଟିକୁ ବିରୋଧ କରି ପୂର୍ବତନ କଂଗ୍ରେସ ନେତା ଅଜିତ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଳାସପୁରରେ ବିଜେଡି ଟିମ୍‌ ରହୁଥିବା ହୋଟେଲ୍ ସମ୍ମୁଖରେ ଛତିଶଗଡ଼ ଜନତା କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ୍ ପ୍ରାୟ ୪୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।

ଏକ ରାଜନୈତିକ ଦଳର ଟିମ୍‌ ସହିତ ଛତିଶଗଡ଼ ଅଧିକାରୀଙ୍କ ଆଲୋଚନାକୁ ବିରୋଧ କରୁଛି ଛତିଶଗଡ଼ ଜନତା କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story