ଛତ୍ରପୁରର ଓଟିଭି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଛତ୍ରପୁରର ଓଟିଭି ପ୍ରତିନିଧି ପ୍ରସନ୍ନ ଦାସଙ୍କୁ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ପୁରୁଷୋତ୍ତମପୁର ସ୍ଥିତ ତାଙ୍କ ଘରେ ଜଣେ ମହିଳାଙ୍କ ସମେତ ୪ଜଣ ଦୁର୍ବୃତ୍ତ ପ୍ରସନ୍ନ ଏବଂ ତାଙ୍କ ପତ୍ନୀଙ୍କୁ ଅକ୍ରମଣ କରିଥିଲେ। ପ୍ରସନ୍ନଙ୍କ ବାମ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏକ ଜମି ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା […]

chhatrapur-otv-reporter

chhatrapur-otv-reporter

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 04:54 AM IST

Sports

Latest News

ବ୍ରହ୍ମପୁର: ଛତ୍ରପୁରର ଓଟିଭି ପ୍ରତିନିଧି ପ୍ରସନ୍ନ ଦାସଙ୍କୁ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ପୁରୁଷୋତ୍ତମପୁର ସ୍ଥିତ ତାଙ୍କ ଘରେ ଜଣେ ମହିଳାଙ୍କ ସମେତ ୪ଜଣ ଦୁର୍ବୃତ୍ତ ପ୍ରସନ୍ନ ଏବଂ ତାଙ୍କ ପତ୍ନୀଙ୍କୁ ଅକ୍ରମଣ କରିଥିଲେ। ପ୍ରସନ୍ନଙ୍କ ବାମ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଏକ ଜମି ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଦୁଇଜଣଙ୍କ ମଧ୍ୟରେ ଲାଗିଥିବା ଜମି ବିବାଦରେ ପ୍ରସନ୍ନ ହସ୍ତକ୍ଷେପ କରି ଗୋଟିଏ ପରିବାକୁ ସହଯୋଗ କରୁଥିବା ସନ୍ଦେହରେ ଏପରି ଆକ୍ରମଣ କରାଯାଇଥିବା ପୋଲିସ ଅନୁମାନ କରୁଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story