କାମ ଦେଲାନି ୩ଟାକୁ ୧୦୦ ଟଙ୍କା ଅଫର୍‌, ଶେଷରେ ଗୋଟାକୁ ୧୦ ଟଙ୍କାରେ ବିକିଲେ

କୋଣାର୍କ (ଓଡ଼ିଶା ରିପୋର୍ଟର): କୁକୁଡ଼ା ଗୋଟା ୧୦ ଟଙ୍କାରେ ବିକ୍ରି ହେଉଛି। ପୁରୀ ଜିଲ୍ଲା ନିମାପଡ଼ା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଗତକାଲି ଚାଷୀମାନେ ପ୍ରଥମେ କୁକୁଡ଼ା ଗୋଟାକୁ ୪୦ ଟଙ୍କା କରିଥିଲେ। ଏହା ଗ୍ରାହକଙ୍କୁ ଏତେଟା ଆକୃଷ୍ଟ କରି ନଥିଲା। ପରେ ତିନିଟା କୁକୁଡ଼ା ନେଲେ ୧୦୦ ଟଙ୍କାରେ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏତେ କମ୍ ଦର କରାଗଲେ ମଧ୍ୟ ଲୋକେ କୁକୁଡ଼ା କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଶେଷରେ […]

hhhhhଂଂଂଂଂଂଂଂଂଂଂଂଂ

hhhhhଂଂଂଂଂଂଂଂଂଂଂଂଂ

Tapaswini Nayak
  • Published: Monday, 09 March 2020
  • Updated: 09 March 2020, 02:50 PM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): କୁକୁଡ଼ା ଗୋଟା ୧୦ ଟଙ୍କାରେ ବିକ୍ରି ହେଉଛି। ପୁରୀ ଜିଲ୍ଲା ନିମାପଡ଼ା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଏଠାରେ ଗତକାଲି ଚାଷୀମାନେ ପ୍ରଥମେ କୁକୁଡ଼ା ଗୋଟାକୁ ୪୦ ଟଙ୍କା କରିଥିଲେ। ଏହା ଗ୍ରାହକଙ୍କୁ ଏତେଟା ଆକୃଷ୍ଟ କରି ନଥିଲା। ପରେ ତିନିଟା କୁକୁଡ଼ା ନେଲେ ୧୦୦ ଟଙ୍କାରେ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏତେ କମ୍ ଦର କରାଗଲେ ମଧ୍ୟ ଲୋକେ କୁକୁଡ଼ା କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଶେଷରେ କୁକୁଡ଼ା ଗୋଟା ୧୦ ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହୋଇଥିଲେ। ଆଜି ବି ସେଠାରେ କୁକୁଡ଼ା ଗୋଟାକୁ ୧୦ ଟଙ୍କାରେ ବିକ୍ରି କରାଯାଉଛି।

ପୂର୍ବରୁ ବାର୍ଡ ଫ୍ଲୁ ଯୋଗୁ କୁକୁଡ଼ା ବିକ୍ରି କମିଥିବା ବେଳେ ଏବେ କିଛି ଦିନ ହେବ କରୋନା ଭୟରେ ଲୋକେ ଚିକେନ୍‌ ଖାଉ ନାହାନ୍ତି। ଏଣୁ କୁକୁଡ଼ା ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। କୁକୁଡ଼ା ବିକ୍ରି ହେଉ ନ ଥିବା ବେଳେ ସେମାନଙ୍କ ପଛରେ ଦାନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ଫଳରେ ଚିକେନ ଦାମ୍‌ ଠାରୁ ଦାନା ଖର୍ଚ୍ଚ ବଢ଼ିଯାଉଥିବାରୁ ଚାଷୀମାନେ ଗାଡ଼ିରେ କୁକୁଡ଼ା ବୋଝେଇ କରି ବଜାରକୁ ଆଣି କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story